ହିଟ୍ ଆଣ୍ଡ ରନ୍ ମାମଲା: ଚା’ ଦୋକାନ ମାଲିକଙ୍କ ଉପରକୁ ଏସୟୁଭି ଚଢାଇଥିବା ଡ୍ରାଇଭର ଗିରଫ
ଭୁବନେଶ୍ୱର: ନିକଟରେ ସହିଦ ନଗର ପଣ୍ଡା ପାର୍କ ସ୍ଥିତ ଘଟିଥିବା ଏକ ହିଟ୍ ଆଣ୍ଡ ରନ୍ ଘଟଣାରେ କମିସନରେଟ୍ ପୁଲିସ ୩୨ ବର୍ଷୀୟ ଜଗନ ପାଇକ ନାମକ ଜଣେ ଏସୟୁଭି ଡ୍ରାଇଭରକୁ ଗିରଫ କରିଛି। ଏକ ମର୍ସିଡିଜ୍ ବେଞ୍ଜ ଏସ୍ୟୁଭି ନାମକ ଏହି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।
ବେପରୁଆ ଗାଡ଼ି ଚଳାଇବା ଓ…