Latest Odisha News

BREAKING NEWS

ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ ଗ୍ୟାସ୍ ଦର, ଜାଣନ୍ତୁ କେତେ କମିଲା..

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ତେବେ ଏହି ଦର ହ୍ରାସ କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଉପରେ ହୋଇଛି । ଘରୋଇ ସିଲିଣ୍ଡର…

କବିତା : ବନ୍ଦେ ଉତ୍କଳ ଜନନୀ

ପ୍ରସେନଜିତ ସେଠୀ ପ୍ରାଚୀନ ଉତ୍କଳ, ଐତିହ୍ୟ ମହାନ, ରାମାୟଣେ ନାମ ହୋଇଛି ବଖାଣ। ମହାଭାରତର ମହା ସମରରେ, ଉତ୍କଳର ଯୋଦ୍ଧା ବିଜେ କୁରୁକ୍ଷେତ୍ରେ। କରିଲେ ରାଜୁତି, ଚେଦୀ ଶିରୋମଣି, ଖାରବେଳ ନାମେ, ଉତ୍କଳର ମଣି। ଜୟ କଲେ ଗଙ୍ଗାଠାରୁ ଗୋଦାବରୀ, ଚୌଦିଗେ ବ୍ୟାପିଲା, ଉତ୍କଳର…

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର କୃଷ୍ଣ ପକ୍ଷ ସପ୍ତମୀ ତିଥି । ଆଜିର ଏହି ତିଥି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆଜି ଉତ୍କଳ ଦିବସ, ଏହି ଦିନ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

ଭୁବନେଶ୍ବର: ଆଜି ଅର୍ଥାତ୍ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି ୮୮ ବର୍ଷ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ…

ବିଜେପିର ନିର୍ବାଚନ ବ୍ଲୁପ୍ରିଣ୍ଟ: ରୋଡ୍ ସୋ, ରାଲି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶାର ୧୪୭ଟି ବିଧାନସଭା ଆସନ ପାଇଁ ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଜୋରଦାର କରିଛି। ନିକଟରେ ଦଳର ନିର୍ବାଚନ ପରିଚାଳନା କମିଟି ବୈଠକରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ନେଇ ରୋଡ୍ ସୋ' ସମେତ ବ୍ୟାପକ ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି।…

ପ୍ରବଳ ବର୍ଷାରେ ଭୁଶୁଡି ପଡ଼ିଲା ବିମାନବନ୍ଦର ଛାତ, ବିମାନ ସେବାର ଗତିପଥ ପରିବର୍ତ୍ତନ

ଗୌହାଟି: ପ୍ରବଳ ବର୍ଷା ସହ ଝଡ଼ତୋଫାନ ଯୋଗୁଁ ଗୌହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଦୋଲୋଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାପକ ନଷ୍ଟ ହୋଇଛି। ଖରାପ ପାଗ ଯୋଗୁଁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ ରହିବା ସହ ୬ଟି ବିମାନର ଗତିପଥ ବଦଳାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ…

ଆରଏସଏସ-ବିଜେପି ମେଣ୍ଟ ଏକ ବିଷ, ଦେଶକୁ କରୁଛି ନଷ୍ଟ: ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆରଏସଏସ-ବିଜେପି ମେଣ୍ଟକୁ କଡ଼ା ସମାଲୋଚନା କରି ଏହାକୁ ଏକ ବିଷ ବୋଲି ଆଖ୍ୟା ଦେଇଛନ୍ତି। ଯାହା ଦେଶକୁ ନଷ୍ଟ କରିଦେଇଛି ବୋଲି ସେ କହିଛନ୍ତି। ରାମଲୀଲା ମୈଦାନରେ ଇଣ୍ଡିଆ ମେଂଟ ଦ୍ୱାରା ଆୟୋଜିତ 'ଲୋକତନ୍ତ୍ର ବଞ୍ଚାଓ' ରାଲିରେ ଖଡଗେ…

ନିର୍ବାଚନୀ ବଣ୍ଡଠୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉ ଉପରେ ମୋଦୀ କହିଲେ ମନର କଥା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଅଭିଯୋଗ ଉପରେ ଆଲୋଚନା କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ, ବିରୋଧୀ ଦଳ ନେତାଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ, ତାମିଲନାଡୁ ପାଇଁ…

ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଗୁରୁକୂଳ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ବିଜୟ କୁମାର ଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁକୂଳର ସଚିବ ଗୁରୁ…

୧.୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷରେ ଆଇସିଆଇସିଆଇ ବ୍ୟାଙ୍କର ଢେଙ୍କାନାଳ ଶାଖାରୁ ୧.୦୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ଜଣେ ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ…