Latest Odisha News

BREAKING NEWS

ଜୋମାଟୋକୁ ଲାଗିଲା ବଡ ଝଟକା, ସାଢେ ଆଠ କୋଟିର ଗଣିବ ତଣ୍ଡ

ନୂଆଦିଲ୍ଲୀ: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ ଲାଗିଲା ବଡ ଝଟକା । କୋଟି କୋଟି ଟଙ୍କାର ତଣ୍ଡ ଗଣିବ ଜୋମାଟୋ । ଗୁଜୁରାଟର ଜିଏସଟି ବିଭାଗରୁ କମ୍ପାନୀ ଏକ ପେନାଲ୍ଟି ନୋଟିସ ପାଇଛି, ଯେଉଁଥିରେ ୮ କୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି । ଗୁଜୁରାଟର ରାଜ୍ୟ ଟ୍ୟାକ୍ସ ଡେପୁଟି କମିଶନରଙ୍କଠାରୁ…

ଯୁବ ମତଦାତାଙ୍କ ପାଇଁ ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରା କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ…

୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ଖୁସି ଖବର । ୫୮ ବର୍ଷରେ ତାଙ୍କ ମା’ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଏକ ଫଟୋ ସେୟାର କରିଛନ୍ତି । ସେ ଏହା…

ଶିଶୁ କବିତା : ଅଦିନ ଝଡ଼

କୁଞ୍ଜବିହାରୀ ସାହୁ  ଖରାବେଳଟାରେ ଝଡ଼ ତୋଫାନଟି ଆସିଗଲା, କାଠି-କୁଟା, ଡାଳ-ପତରକୁ ବେଗି ଉଡ଼େଇଲା । ଘଡ଼ଘଡ଼ି ଆଉ ବିଜୁଳି ମାରିଲା ସାଥୀ ହୋଇ, ଘର ଭିତରକୁ ପଶି ଆସିବେକି ପାଦ ଥୋଇ । ବିଜୁଳି ଆଲୁଅ ଲିଭିଗଲା ବେଗି ଖରାବେଳେ, ଘର ଭିତରଟା ଗରମ ଲାଗିଲା…

କବିତା : ଦର୍ପଣ ସେପଟେ ‘ମୁଁ’

ମୈତ୍ରୀମୟୀ ନାୟକ  ଦର୍ପଣର ସେପଟେ ଥିବା “ମୁଁ” କୁ ଖୋଜିବାକୁ ଚାହେଁ, ମୋର ଉଦ୍ଦେଶ୍ୟ ଅଜ୍ଞାତ । ଜୀବନର ମହାନ ମଞ୍ଚରେ ଏକ ସନ୍ଧାନ ଆରମ୍ଭ କରୁଛି, ଅନାବୃତ ରହିଥିବା କିଛି ରହସ୍ୟମୟ ପୃଷ୍ଠା ଖୋଲିବାକୁ । ପବନରେ ଉଡ଼ୁଥିବା କିଛି ଅସ୍ପଷ୍ଟ କଣିକାରେ, ମୋର ପରିଚୟ ଅଦୃଶ୍ୟ…

ମୋଦିଙ୍କୁ ଚିଠି ଲେଖିଲେ ଅଧୀର, କହିଲେ ଆପଣଙ୍କ ଶୋଭାଯାତ୍ରା ପାଇଁ ଦିଲ୍ଲୀରେ ହେଉଛି ଟ୍ରାଫିକ ସମସ୍ୟା

ନୂଆଦିଲ୍ଲୀ: ପ୍ରୋଟୋକଲ ଅନୁଯାୟୀ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋଭାଯାତ୍ରା କୌଣସି ସ୍ଥାନକୁ ଯାଇଥାଏ, ତେବେ ଅଳ୍ପ ସମୟ ପାଇଁ କିଛି ରାସ୍ତା ବନ୍ଦ ରହିଥାଏ । କରାଣ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇଥାଏ । ଏହା ଭିତରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର…

ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ ନଷ୍ଟ କଲା ପୋଲିସ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଏକର ଏକର ଜମିରେ ଚାଲିଛି ଅଫିମ ଚାଷ । ଯାହା ଅଫିମ ଚାଷର ହବ୍ ପାଲଟିଛି । ଏହି ଫସଲ ବିଷୟରେ ଜାଣିବା ପରେ ଯଶିପୁର ଥାନା ଫୁଲବାଡ଼ି ଓ ଜୋଜଗୁଡ଼ା ଗାଁରେ ପୋଲିସ, ଅବକାରୀ ଓ ବନ ବିଭାଗର ମିଳିତ ଟିମ୍ ରେଡ୍ କରି ଅଫିମ ଚାଷକୁ ନଷ୍ଟ କରିଛନ୍ତି । ରେଡ୍…

ଜାମ୍ମୁ କାଶ୍ମୀର ସହିତ ସାବତ ବ୍ୟବହାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ସହିତ ସାବତ ବ୍ୟବହାର କରିଛନ୍ତି ସରକାର । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନକୁ ସମର୍ଥନ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପୁଣି ଥରେ ଜମ୍ମୁ କାଶ୍ମୀରବାସୀଙ୍କୁ ନିଜ ସରାକର ଗଠନରୁ ବଞ୍ଚିତ କରିଛନ୍ତି । ଏପରି ଅଭିଯୋଗ କରିଛନ୍ତି ନ୍ୟାସନାଲ…

ଲାଗୁ ହେଲା ନିର୍ବାଚନ ଆଚରଣ ବିଧି, ରାତାରାତି ହଟିଲା ହୋର୍ଡିଂ ଓ ପୋଷ୍ଟର

ଭୁବନେଶ୍ବର: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ଏହା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ପୋଷ୍ଟର, ବ୍ୟାନର ଓ ସରକାରୀ ଯୋଜନାର ବାର୍ତ୍ତା…

ବିକଶିତ ଭାରତ ଗଠନ ପାଇଁ ମୋଦିଙ୍କ ଚିଠିକୁ ୧ କୋଟି ପରିବାର ପାଖରେ ପହଞ୍ଚାଇବା ପାଇଁ ଯୋଜନା

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପୂର୍ବାହ୍ନରେ ପ୍ରଥମେ  ରାଜ୍ୟ କୋର କମିଟି ଏବଂ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିସ୍ତୃତ ଆଲୋଚନା…