Latest Odisha News

BREAKING NEWS

ଓଡ଼ିଶାରେ ବିଜେପି ସରକାର ହେବ: ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ହେବ । ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ ବୋଲି  ବିଜେପି ସଭାପତି  ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ବିଜେପି ସଭାପତି …

ପନ୍ତଙ୍କୁ ଅଧିନାୟକ କରିବା ନେଇ ଦ୍ୱନ୍ଦ୍ୱରେ ଦିଲ୍ଲୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟକିପର ରିଷଭ ପନ୍ତ ଏବେ ଫିଟ ହୋଇ ଯାଇଛନ୍ତି । ସେ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ନିଶ୍ଚିତ ମଧ୍ୟ ହୋଇଯାଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ମ୍ୟାନେଜମେଂଟ ତାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ଵର: ହୋଲି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ରାଜ୍ୟ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ…

ଓଡିଆ ଝିଅ ପ୍ରଜ୍ଞାଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ମାନିତ କଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରୁ  ଛାତ୍ରବୃତ୍ତି ପାଇଥିବାରୁ ତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନ ବିଚାରପତି । ପ୍ରଜ୍ଞା ହେଉଛନ୍ତି…

ଭାରତୀୟ ସେନାରେ ସାମିଲ ହେବ ୨୫ ନୂଆ ଏଏଲଏଚ୍ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ସେନା ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ସେନା ଏହାର ସାମର୍ଥ୍ୟରେ ଆଉ ଏକ ବଡ ବୃଦ୍ଧି କରିଛି । ସେନା ବିମାନ ଚଳାଚଳ କର୍ପସ ବୁଧବାର ୨୫ ଟି ନୂଆ ଏଏଲଏଚ୍ ହେଲିକପ୍ଟର ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହା ସହିତ ଭାରତୀୟ ସେନା…

କେରଳ ହାଇକୋର୍ଟଙ୍କ ନୂତନ ଗାଇଡଲାଇନ: ଫିଲ୍ମ ରିଲିଜର ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ରିଭ୍ୟୁ ରିଲିଜ

ନୂଆଦିଲ୍ଲୀ: ଏକ ଫିଲ୍ମ ପାଇଁ ରିଲିଜ ହୋଇଥିବା ରିଭ୍ୟୁ ତା’ର ଆୟ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏହାକୁ ନେଇ ଦୀର୍ଘ ଦିନ ଧରି ବିତର୍କ ମଧ୍ୟ ଚାଲିଛି । ସୋସିଆଲ ମିଡିଆର ଏହି ଯୁଗରେ, ଆପଣମାନେ ଘରେ ବସି ରିଭ୍ୟୁ ସାହାଯ୍ୟରେ ଫିଲ୍ମର ପୁରା କାହାଣୀ କାହାଣୀ ବିଷୟରେ ଜାଣିପାରିବେ । ତେବେ ଅନେକ…

ଦିଲ୍ଲୀ ଶାନ୍ତିନଗରରେ ଭୟାବହ ଅଗ୍ନିକାଣ୍ଡ; ୪ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ଚାରି ଜଣ । ଦିଲ୍ଲୀର ଶାହଦରା ସ୍ଥିତ ଶାନ୍ତିନଗରରେ ଘଟିଛି ଏହି ଘଟଣା । ଏକ ଆବାସିକ କୋଠାରେ ନିଆଁ ଲାଗିବାରୁ ୨ ଶିଶୁ ସମେତ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗ୍ରାଉଣ୍ଡ ଫ୍ଲୋରରେ ଥିବା…

‘ପୁଲୱାମା ଆକ୍ରମଣରେ ପାକିସ୍ତାନର କୌଣସି ହାତ ନଥିଲା’

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶରେ ଯେକୌଣସି ମୁହୁର୍ତ୍ତରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ଭିତରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ଆଣ୍ଟୋ ଆଣ୍ଟୋନି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ…

ଭାରତର ୭ ପ୍ରତିଶତ ଲୋକଙ୍କର କିଡନୀ ଫେଲର କାରଣ ହେଉଛି ପେନକିଲର, ଏମସ୍ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ୧୦ ପ୍ରତିଶତ ଲୋକ ପ୍ରତିବର୍ଷ କିଡନୀ ରୋଗର ଶିକାର ହେଉଛନ୍ତି । ଅଧିକାଂଶ ରୋଗୀ ସେମାନଙ୍କର ରୋଗ ବିଷୟରେ ଜାଣିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ସେତେବେଳକୁ ସେମାନଙ୍କ କିଡନୀ ଫେଲ ହୋଇଯାଇଥାଏ, ଯାହା ଫଳରେ ପରିସ୍ଥିତି ଏପରି ହୁଏ ଯେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ…

ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଗାଜିପୁରରେ ସିରିଜ୍ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ ଟ୍ୟାକ୍ସି ୧୫ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଖୋଡା କଲୋନୀର ୨୨ ବର୍ଷୀୟା ସୀତା ଦେବୀ। ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର…