Latest Odisha News

BREAKING NEWS

ଖାଟ୍ଟୁ ଶ୍ୟାମ ମନ୍ଦିରରୁ ଫେରୁଥିଲେ, ଦୁର୍ଘଟଣାରେ ଗଲା ଗୋଟିଏ ପରିବାରର ୯ ଜୀବନ

ଜୟପୁର: ଶୁକ୍ରବାର ବିଳମ୍ବିତ ରାତିରେ କୋଟା-ଉଦୟପୁର ଜାତୀୟ ରାଜପଥରେ ଏକ ବଡ଼ ଦୁର୍ଘଟଣା ଘଟିଛି  ଯେଉଁଥିରେ ଛୁଆଙ୍କ ସମେତ ଗୋଟିଏ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ୧୬ ଜଣଙ୍କୁ ନେଇ ଏକ କ୍ରୁଜର ଭ୍ୟାନ୍…

ମୋବାଇଲ୍ କିଣିବା ହେବ ମହଙ୍ଗା ! ବର୍ଷ ଶେଷ ସୁଦ୍ଧା ସ୍ମାର୍ଟଫୋନ୍ ଦାମ୍ ୩୦% ପର୍ଯ୍ୟନ୍ତ ବଢ଼ିପାରେ, ଜାଣନ୍ତୁ…

ନୂଆଦିଲ୍ଲୀ:ଯଦି ଆପଣ ମଧ୍ୟ ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍ କିଣିବାକୁ ଭାବୁଛନ୍ତି, ତେବେ ଶୀଘ୍ର କିଣି ନିଅନ୍ତୁ! ନଚେତ୍, ଆଗାମୀ ଦିନରେ ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ମେମୋରୀ ଚିପ୍‌ର ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଅଧିକାଂଶ କମ୍ପାନୀର…

ବିଜେପିରେ ସାମିଲ ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଶନିବାର ଦିନ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି ଯୋଗ ଦେଇଛନ୍ତି। ଦଳର ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ତାଙ୍କୁ ଜଣେ 'ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ' ଭାବେ ନିଯୁକ୍ତି ଦିଆଯାଇଛି।…

Protest Against Price Hikes:ଦରଦାମ୍ ବୃଦ୍ଧି ପ୍ରତିବାଦରେ ଏହି ଦିନ ବିଧାନସଭା ଘେରିବ ଓଡ଼ିଶା ଜନତା କଂଗ୍ରେସ

ଭୁବନେଶ୍ୱର:ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସ ଆସନ୍ତା ୨୩ ନଭେମ୍ବର(ସୋମବାର) ଦିନ ୫ହଜାର ଦଳୀୟ କର୍ମୀଙ୍କ ସହିତ ବିଧାନସଭା ଘେରାଉ କରିବ ବୋଲି ଇଂ ମହମ୍ମଦ ମୋକିମ ଘୋଷଣା କରିଛନ୍ତି । ଏଥିସହ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ…

ବେଆଇନ ଜମି କାରବାରରେ ସାମିଲ ନହେବାରୁ RIଙ୍କୁ ଆକ୍ରମଣ!

ରାଉରକେଲା:ବେଆଇନ ଜମି କାରବାରରେ ସାମିଲ ନହେବାରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଝିରପାଣି ନିକଟ ମିଟ୍‌କୁନ୍ଦରୀ (ଜାମସେରା ଘାଟ) ନିକଟରେ ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ବୀରମିତ୍ରପୁର ତହସିଲ ଅଧୀନ ଖୁଣ୍ଟଗାଁରେ କାର୍ଯ୍ୟରତ ଆରଆଇ…

୧୦୧ ଘଣ୍ଟା ଧରି ବିନା ବିଶ୍ରାମରେ ଉଡ଼ିଲା ବାଜ ପକ୍ଷୀ ‘ଆଲାଙ୍ଗ’, ୫,୭୦୦ କିଲୋମିଟର ଅତିକ୍ରମ କରି…

ନୂଆଦିଲ୍ଲୀ: ପ୍ରକୃତି ଜଗତରେ ଏକ ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଛି 'ଆଲାଙ୍ଗ'  ନାମକ ଏକ ଅମୁର ଫାଲକନ୍ (ବାଜ ପକ୍ଷୀ) । ମଣିପୁରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ପକ୍ଷୀଟି ଲଗାତାର ୧୦୧ ଘଣ୍ଟା ଧରି ବିନା କୌଣସି ବିଶ୍ରାମରେ ୫,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଆଫ୍ରିକୀୟ ଦେଶ…

Anti-Odisha Activities:କୋଟିଆରେ ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି ଓ ରାସ୍ତା ଅବରୋଧ ଅଭିଯୋଗ:୨ ଗିରଫ

କୋରାପୁଟ:କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ଉପରେ କଡ଼ା ଆକ୍ସନ। କୋଟିଆରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ପୋଲିସର କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । କୋଟିଆ ଅଞ୍ଚଳରେ ଓଡ଼ିଶା ବିରୋଧୀ କାର୍ଯ୍ୟକଳାପ ଅଭିଯୋଗକୁ ନେଇ କୋରାପୁଟ ପୋଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

Foreign Trips of Naveen Patnaik:ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ୍‌ଙ୍କ ବିଦେଶ ଗସ୍ତର ହେବ ତଦନ୍ତ

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ IAS ଅଧିକାରୀ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ । ବିଭିନ୍ନ ସାମାଜିକ କର୍ମୀଙ୍କ…

‘ଅପରେସନ୍‌ ସିନ୍ଦୂର’ ବେଳେ ପାକିସ୍ତାନକୁ ଚୀନ୍‌ ଦେଇଥିଲା ସାମରିକ ସହାୟତା: ଆମେରିକୀୟ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକା କଂଗ୍ରେସର ଏକ ପ୍ୟାନେଲ୍‌ ନିଜର ସଦ୍ୟତମ ବାର୍ଷିକ ରିପୋର୍ଟରେ କହିଛି ଯେ, ଗତବର୍ଷ ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନକୁ ଚୀନ୍‌ ଯୋଗାଇଥିବା ସାମରିକ ସହାୟତା ଭାରତର ବଢ଼ୁଥିବା ଶକ୍ତିକୁ ରୋକିବା ପାଇଁ ବେଜିଂର ବ୍ୟାପକ ରଣନୀତିର ଏକ ଅଂଶ ଥିଲା । ଭାରତର ରଣନୈତିକ…

ତିରୁପତି ମନ୍ଦିରରେ ଯୋଡି ହେବ ନୂଆ ଇତିହାସ, ୧୨୧ କେଜି ସୁନା ଅଳଙ୍କାର ଦାନ କରିବେ ଭକ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଜଣେ ଭକ୍ତ ପ୍ରାୟ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଦାନ କରିବାକୁ ଯାଉଛନ୍ତି। ଏହି ଅଳଙ୍କାରଗୁଡ଼ିକର ମୂଲ୍ୟ ପ୍ରାୟ ୧୬୦ କୋଟି ଟଙ୍କା ଆକଳନ କରାଯାଇଛି। ଆସନ୍ତା ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ…