Latest Odisha News

BREAKING NEWS

କପିଳାସରେ ଜାଗର ଯାତ୍ରା, ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ…

ମହିଳା ଦିବସରେ ଗୃହିଣୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, କମିଲା ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଗୃହିଣୀ ମାନଙ୍କୁ ଚିନ୍ତାକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏହି ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି…

ମୋଦିଙ୍କ ଜମ୍ମୁ–କାଶ୍ମୀର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ସମ୍ୱିଧାନର ଧାରା ୩୭୦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କାଶ୍ମୀରର ନୂଆ ବିକାଶ ଟିପ୍ପଣୀକୁ ନେଇ ବର୍ଷିଛନ୍ତି ଜମ୍ମୁ –କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ଫାରୁକ ଅବଦୁଲ୍ଲା । ଫାରୁକ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ, ଯଦି ଧାରା ୩୭୦ ଏତେ ଖରାପ ଥିଲା, ତେବେ…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ଏହି ମହିଳା ଦିବସରେ କରନ୍ତୁ ଏକ ପ୍ରତିଜ୍ଞା, ଋତୁସ୍ରାବ ସ୍ଵଚ୍ଛତା ପ୍ରତି ନିଅନ୍ତୁ…

ଭୁବନେଶ୍ଵର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ। ଆଜିର ମହିଳାଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି | ଜଣେ ମହିଳା ଗୃହିଣୀ ହୁଅନ୍ତୁ…

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ…

ଚାକିରି ପ୍ରଲୋଭନ ଦେଖାଇ ରୁଷକୁ ମାନବ ଚାଲାଣ; ସିବିଆଇର ଖୋଳତାଡ଼ ଆରମ୍ଭ

ନୂଆଦିଲ୍ଲୀ: ରୁଷରେ ଚାକିରି ପ୍ରଲୋଭନ ଦେଖାଇ ଭାରତରୁ ମାନବ ଚାଲାଣ  କରୁଥିବା ରାକେଟ ନେଇ ଖୋଳତାଡ ଆରମ୍ଭ କରିଛି ସିବିଆଇ । ତଦନ୍ତରୁ ଜଣାପଡ଼ିଛି, ବୁଲିବାକୁ କିମ୍ୱା ଚାକିରି ଆଶାରେ ରୁଷ ଯାଉଥିବା ଭାରତୀୟ ନାଗରିକଙ୍କୁ ସେନାରେ ସାମିଲ କରି ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢ଼ିବାକୁ ବାଧ୍ୟ…

ଓ୍ବାୟନାଡରୁ ଲଢ଼ିପାରନ୍ତି ରାହୁଲ, ସିଇସି ବୈଠକରେ ନିଷ୍ପତି

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ସମିତି ଦ୍ବାରା ଗତକାଲି ବସିଥିବା ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ନିଷ୍ପତି ହୋଇଛି । କଂଗ୍ରେସର ପ୍ରଥମ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । ରାହୁଲ ଗାନ୍ଧୀ କେରଳ ଓ୍ବାୟନାଡ ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ…

ଆଜି ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହାସହ ୫୦୦ ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି । ଏହି…

‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ…

ଆନ୍ତର୍ଜାତୀୟ ମହିଳା ଦିବସ, କାହିଁକି ପାଳନ ହୁଏ ମହିଳା ଦିବସ?

ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ୮ ତାରିଖ । ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ପାଇଁ ଆଜିର ଦିନ । ଚଳିତ ବର୍ଷର ଥିମ ରହିଛି  ଇନଭେଷ୍ଟ ଇନ୍ ଓ୍ବୋମେନ୍, ଆସିଲିଟେଡ ପ୍ରୋଗେସ୍ ଅର୍ଥାତ ମହିଳାଙ୍କ ଉପରେ ନିବେଶ ପ୍ରଗତିକୁ କରିବ ତ୍ବରାନିତ ।  ମହିଳାଙ୍କ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ…