Latest Odisha News

BREAKING NEWS

ମନ୍ତ୍ରୀପରିଷଦ ବୈଠକରେ ମୋଦୀଙ୍କ ପରାମର୍ଶ, ‘ବୁଝି ବିଚାରି ମନ୍ତବ୍ୟ ଦିଅ, ବିବାଦରୁ ଦୂରେଇ ରୁହ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଭାବିଚିନ୍ତି ବୟାନ ଦେବାକୁ ଏବଂ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ…

୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ବିଜେପିର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ କରିଛି। ଦଳର ନିର୍ବାଚନୀ ଇସ୍ତାହାର (ସଂକଳ୍ପପତ୍ର)କୁ ରୂପ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଜେପି ସଭାପତି…

ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ବେଳେ ପାରାଦୀପ-ହରିଦାସପୁର ମେମୁ ଟ୍ରେନ ସେବା ଆରମ୍ଭ ହେବ

ଭୁବନେଶ୍ୱର: ଭାରତୀୟ ରେଳବାଇ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ପାରାଦୀପରୁ ଯାଜପୁରର ହରିଦାସପୁର ପର୍ଯ୍ୟନ୍ତ ଏକ ନୂଆ ମେମୁ ଟ୍ରେନ୍ ସେବା ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଘୋଷଣା କରାଯାଇଛି। ପାରାଦୀପ-ହରିଦାସପୁର ରେଳଧାରଣା ସେକ୍ସନ ଯାଞ୍ଚ କରିବା ପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନାଲ…

କ୍ରିଷ୍ଟିଆନ ରୋନାଲ୍ଡୋ କେବେ ଅବସର ନେବେ ସୂଚନା ଦେଲେ ବାନ୍ଧବୀ

ନୂଆଦିଲ୍ଲୀ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ ଶୀଘ୍ର ଅବସର ନେଇ ପାରନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗ୍ୟୁଜ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ରୋନାଲ୍ଡୋ ଯେତେ ଦୂର ସମ୍ଭବ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଫୁଟବଲକୁ ଅଲବିଦା କହି ପାରନ୍ତି…

ନିର୍ମାଣ ଶ୍ରମିକଙ୍କ ପେନ୍‌ସନରେ ବୃଦ୍ଧି, ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା, ଫେବୃଆରୀ ୨୦୨୪ରୁ ଲାଗୁ ହେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ…

ଇସ୍ତଫା ଦେବେ ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ! ନିର୍ବାଚନ ଲଢ଼ିବା ନେଇ କହିଲେ ଏଭଳି

କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ରାଜନୀତିରେ ଯୋଗ ଦେବା ପାଇଁ ମଙ୍ଗଳବାର (ମାର୍ଚ୍ଚ ୫) ନିଜ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ମଙ୍ଗଳବାର ବିଚାରପତି ପଦରୁ ଇସ୍ତଫା…

ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ ଚ୍ୟାଲେଞ୍ଜ, ନିର୍ବାଚନ ପୂର୍ବରୁ ପାରାଦୀପରେ ବିଜେଡିରେ ଅସନ୍ତୋଷ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ଦଳବଦଳ ଓ ଆଭ୍ୟନ୍ତରୀଣ ବିବାଦ ସମେତ ଅନେକ ପ୍ରସଙ୍ଗରେ ସଂଘର୍ଷ କରୁଥିବା ଜଣାପଡିଛି। ନିକଟରେ ପାରାଦୀପରେ ବିବାଦ ଉପୁଜିଥିବା ବେଳେ ସ୍ଥାନୀୟ ଦଳୀୟ ନେତାମାନେ ବିଧାୟକ ସମ୍ବିତ ରାଉତରାୟଙ୍କୁ…

ତପ୍ତପାଣିରେ ବରଯାତ୍ରୀ ବସ ଦୁର୍ଘଟଣା ହେବାରୁ ୭ ଯାତ୍ରୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟରେ ଏକ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନରେ ଗଜପତି ଜିଲ୍ଲା ଚାନ୍ଦିପୁଟଠାରେ ଏକ ବିବାହ ଉତ୍ସବରୁ ଦିଗପହଣ୍ଡି ଅଭିମୁଖେ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତପ୍ତପାଣି ଘାଟ…

ନିର୍ବାଚନରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ କଣ୍ଟା ହେବେ ସଂଯୁକ୍ତା

ବ୍ରହ୍ମପୁର: ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପାଇଁ କଣ୍ଟା ହେବେ ସଂଯୁକ୍ତା ମହାଳିକ। ଆଜି ନାରୀ ନେତ୍ରୀ ଜଣଙ୍କ ଏଭଳି ଚେତାବନୀ ଦେଇଛନ୍ତି। ନିକଟରେ ବିଧାୟକଙ୍କ ବାସଭବନରେ ଅନୁପ୍ରବେଶ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମର ମହିଳା ନେତ୍ରୀ ସଂଯୁକ୍ତା ମହାଲା ରବିବାର…

ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ବାହୀନିପତିଙ୍କ ନୂଆ ଦାବି, ଖାରଜ କଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସହ ଆସନ ବୁଝାମଣାର ସମ୍ଭାବନା ରହିଛି ବୋଲି ରବିବାର କହିଛନ୍ତି। ବରିଷ୍ଠ…