Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଫୋନ କଲ୍ ମହାନଗର ଥାନା କୁ କରାଯାଇଥିଲା । ଥାନାରେ ନିୟୋଜିତ ହେଡ କନଷ୍ଟବଳ ଏହି ଫୋନ ଉଠାଇଥିଲେ । ଯେଉଁଥିରେ ସିଏମ ଯୋଗୀଙ୍କ ବିଷୟରେ ଏପରି ଧମକ ଦିଆଯାଇଛି । ଏହି ଧମକ…

ଖାଲି ଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ପିଏମ, ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଯୁବପିଢୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ…

ମୁଣ୍ଡରେ ବାଡ଼େଇ ଗୋଟିଏ ମିନିଟରେ ଖୋଲିଦେଲେ ୭୭ ବୋତଲ ଠିପି; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିର ଏଇ ସୋସିଆଲ ମିଡିଆ ଯୁଗରେ ବହୁ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳୁଛି । ଯାହା ନିଜ ଆଖିରେ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ଦାନ୍ତ କାମୁଡି ଦେବେ।…

ତାତିରୁ ମିଳିବ ଆଶ୍ବସ୍ତି; ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ…

ଜଗନ୍ନାଥ ମନ୍ଦିରରେ ପଶିଥିବାରୁ ୫ ଅଣ ହିନ୍ଦୁ ଅଟକ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୫ ଜଣ ଅଣ ହିନ୍ଦୁ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି । ସୂଚନାଅନୁସାରେ,  ଗତକାଲି ଏକ ୯ ଜଣିଆ ପର୍ଯ୍ୟଟକ ଦଳ ପୁରୀ ସହରକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପରିକ୍ରମା ମାର୍ଗରେ ଅପେକ୍ଷା କରିଥିବା ବେଳେ ୬ ଜଣ…

‘ଇଣ୍ଡିଆନ୍ ଆଇଡଲ୍ ୧୪’ ର ବିଜେତା ହେଲେ କାନପୁରର ବୈଭବ ଗୁପ୍ତା

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ୧୪' ର ବିଜେତା ହୋଇଛନ୍ତି ବୈଭବ ଗୁପ୍ତା । ଟ୍ରଫି ସହ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । ଏହା ସହ ତାଙ୍କୁ ଏକ ମାରୁତି ବ୍ରେଜା କାର ମଧ୍ୟ ପୁରଷ୍କାର ଭାବେ ଦିଆଯାଇଛି । ଏହି ଶୋ’ର ରନର୍ ଅପ୍ ହୋଇଛନ୍ତି ସୁଭାଦୀପ ଦାସ ।…

ରାଜଧାନୀରେ ଅଟୋକୁ ଧକ୍କା ଦେଲା ମୋ ବସ୍; ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ  ଛକରେ ଏକ ଦୁର୍ଘଟଣା ଘଟିଛି । ଏଥିରେ  ତିନି ଜଣ ଆହତ ହୋଇଛନ୍ତି । ଖବର ଲେଖାଯିବା ସୁଧା ଆହତଙ୍କ ପରିଚୟ ଜଣାପଡ଼ି ନାହିଁ । ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍  ଏକ ଅଟୋକୁ ପଛ ପଟୁ ଧକ୍କା…

ଡବ୍ଲ୍ୟୁଟିଟି ୟୁଥ କଂଟେଡର: ସାର୍ଥକ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଆଲଜେରିଆରେ ଅନୁଷ୍ଠିତ ଡବ୍ଲ୍ୟୁଟିଟି ୟୁଥ କଂଟେଡରରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ପାଇଁ ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶାର ସାର୍ଥକ ଆର୍ଯ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କୋରିଆର କିମ ସିଙ୍ଗୱନଙ୍କୁ ୩-୧ ଓ ଉଜବେକିସ୍ତାନର ଟେମୁରବେକ ନୁରମୋନୋଭଙ୍କୁ ୩-୦ରେ ହରାଇ…

ମନ୍ତ୍ରୀପରିଷଦ ବୈଠକରେ ମୋଦୀଙ୍କ ପରାମର୍ଶ, ‘ବୁଝି ବିଚାରି ମନ୍ତବ୍ୟ ଦିଅ, ବିବାଦରୁ ଦୂରେଇ ରୁହ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଭାବିଚିନ୍ତି ବୟାନ ଦେବାକୁ ଏବଂ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ…

୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ବିଜେପିର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ କରିଛି। ଦଳର ନିର୍ବାଚନୀ ଇସ୍ତାହାର (ସଂକଳ୍ପପତ୍ର)କୁ ରୂପ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଜେପି ସଭାପତି…