Latest Odisha News

BREAKING NEWS

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସୂଚନା ମୁତାବକ, ଦ୍ଵିତୀୟ…

ଆସିଲା ରାଜ୍ୟସଭା ଫଳାଫଳ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାଥି ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା…

କିଏ ପ୍ରଥମେ ପ୍ରସ୍ତୁତ କରିଥିଲେ ଗାଜର ହାଲୱ, ଜାଣନ୍ତୁ ଏହି ହାଲୱାର ଇତିହାସ

ଭୁବନେଶ୍ଵର: ସାଧାରଣତଃ ଆମେ ମାନେ ପେଟ ଭରିବା ପାଇଁ ଖାଦ୍ୟ ଖାଇଥାଉ । କିନ୍ତୁ କିଛି ଏପରି ଖାଦ୍ୟ ଥାଏ ଯେଉଁଥିରେ ଆମର ଇମୋଶନ ଯୋଡି ହୋଇ ରହିଥାଏ । ଯେପରିକି ଗାଜର ହାଲୱା । ଗାଜର ହାଲୱା ଖାଇବାକୁ ଯେତିକି ସ୍ଵାଦିଷ୍ଟ ସେତିକି ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଶୀତଦିନେ ପ୍ରାୟ ସମସ୍ତଙ୍କ ଘରେ…

ବ୍ରହ୍ମପୁର ଆଇଜର୍ ସ୍ଥାୟୀ କ୍ୟାମ୍ପସ ସହ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଲୋକାର୍ପଣ କଲେ…

ବ୍ରହ୍ମପୁର/ସୁବର୍ଣ୍ଣପୁର/କୋରାପୁଟ: ଗୋଟିଏ ଦିନରେ ତିନୋଟି ଲୋକାର୍ପଣ । ଆଜି ବ୍ରହ୍ମପୁର ଆଇଜର୍ ବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନସ ଆଣ୍ଡ ରିସର୍ଚର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ…

ରାମାୟଣର ସୁଟିଂ ପୂର୍ବରୁ ସାମ୍ନାକୁ ଆସିଲା ରଣବୀରଙ୍କ ଅନ୍ୟ ଏକ ଫଟୋ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଅଭିନେତା ରଣବୀର କପୁରଙ୍କ ଚଳଚ୍ଚିତ୍ର ‘ଆନିମଲ’ । ଏଥିରେ ରଣବୀର ଏକ ଭୟଙ୍କର ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ରଣବୀରଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଚଳଚ୍ଚିତ୍ର ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ…

ବରଗଡରେ ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ଦିନିକିଆ ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜିଲ୍ଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ…

ସରକାରୀ ସହାୟତା ପାଇଁ ୧୭ଥର ଗର୍ଭବତୀ ହେଲେ ମହିଳା, ସାମ୍ନାକୁ ଆସିଲା ପ୍ରକୃତ ସତ

ନୂଆଦିଲ୍ଲୀ: ମାଗଣା ସରକାରୀ ସହାୟତା ପାଇଁ ୧୭ଥର ଗର୍ଭବତୀ ହେଲେ ମହିଳା । ସରକାରଙ୍କୁ ଲଗାଇଲେ ୯୮ଲକ୍ଷର ଚୁନା । ପେଟରେ ତକିଆ ବାନ୍ଧି ଗର୍ଭବତୀ ହେବାର ନାଟକ କରୁଥିଲେ ମହିଳା । ଏବେ ଗିରଫ ହୋଇ ଜେଲରେ ଦଣ୍ଡ ଭୋଗୁଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଇଟାଲିରେ । ମହିଳାଙ୍କ ନାଁ…

ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଆସ୍ଥା ସ୍ପେଶାଲ ଟ୍ରେନ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା ଯାଇ…

ମହାଶିବରାତ୍ରୀରେ ପାଇବାକୁ ଚାହୁଁଛନ୍ତି ମହାଦେବ ଆଶିର୍ବାଦ, ତେବେ ପୂଜାରେ ଲଗାନ୍ତୁ ଏହି ପୁଷ୍ପ

ଭୁବନେଶ୍ଵର: ସନାତନ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଭଗବାନ ଶିବଙ୍କର ମା’ ପାର୍ବତୀଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଅବତାରରେ ମଧ୍ୟ ପ୍ରକଟ ହୋଇଥିଲେ । ଶିବ…

ଇସ୍କନ ମନ୍ଦିରର କ’ଣ ରହିଛି ଇତିହାସ? କିପରି ହୋଇଥିଲା ‘ହରେ କୃଷ୍ଣ ମୁଭମେଣ୍ଟ’ ର ଆରମ୍ଭ…

ନୂଆଦିଲ୍ଲୀ: 'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ଭକ୍ତମାନେ ମନ୍ଦିର ଠାରୁ ଆରମ୍ଭ କରି ମଥୁରା, ଶ୍ରୀମନ୍ଦିର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କୃଷ୍ଣ ଭକ୍ତିରେ ଲିନ ଥିବା ନଜର ଆସିଥାନ୍ତି । ଭାରତ ବ୍ୟତୀତ ଲଣ୍ଡନ,…