Latest Odisha News

BREAKING NEWS

ଇସ୍କନ ମନ୍ଦିରର କ’ଣ ରହିଛି ଇତିହାସ? କିପରି ହୋଇଥିଲା ‘ହରେ କୃଷ୍ଣ ମୁଭମେଣ୍ଟ’ ର ଆରମ୍ଭ…

ନୂଆଦିଲ୍ଲୀ: 'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ଭକ୍ତମାନେ ମନ୍ଦିର ଠାରୁ ଆରମ୍ଭ କରି ମଥୁରା, ଶ୍ରୀମନ୍ଦିର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କୃଷ୍ଣ ଭକ୍ତିରେ ଲିନ ଥିବା ନଜର ଆସିଥାନ୍ତି । ଭାରତ ବ୍ୟତୀତ ଲଣ୍ଡନ,…

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି…

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଚାରି ଏଲିଟ ଗ୍ରୁପରୁ ଶୀର୍ଷ ୨ଟି ଟିମ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶୁକ୍ରବାରଠାରୁୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ । ନିଜ…

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ…

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ

ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ତମ୍ବା ପାତ୍ରରେ ପାଣି ପିଉଥିଲେ ମନେ ରଖନ୍ତୁ ଏହି ସମସ୍ତ କଥା…

ଭୁବନେଶ୍ଵର: ତମ୍ବା ପାତ୍ରରେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ଅଟେ | କୁହାଯାଏ ଯେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ହଜମ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ | ତେବେ ତମ୍ବା ପାତ୍ରରେ ପାଣି ପିଉଥିବା ଲୋକମାନେ ଅନେକ ସମୟରେ କିଛି ଭୁଲ କରି…

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଦିଆଯିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରୁ ଶିକ୍ଷାନୁଷ୍ଠାନ ଓ ଜରୁରୀସେବାକୁ ବାଦ୍ ଦିଆଯାଇଛି । ତେବେ…

କବିତା : ଜୀବନ ଗାଥା

ନିରଞ୍ଜନ ନାୟକ ନିଶ୍ବାସକୁ କେବେ ଭରସା ନାଇଁ ଏଇ ଅଛି ଏଇ ନାଇଁ ନିଶ୍ବାସ ଗଲେ ମଣିଷ ପାଲଟେ ମଢ ତଥାପି ଅବୁଝା ଜୀବନର ଜୀଇଁବାର ମୂଲ ଏଠି ସେଠି ସବୁଠି ଦେଖ, ସମ୍ପର୍କର ହେଉଛି ମୃତ୍ଯୁ ଜଳୁଛି ଅବିଶ୍ବାସର ନିଆଁ ଯେଉଁଠି ଦେଖିବ ଖାଲି ଉଦାସର ଚିହ୍ନ ମୁହଁମାନଙ୍କରୁ ହସ ଯାଉଛି…

ଅଂଶୁମାନଙ୍କ ପ୍ରବେଶକୁ ବିରୋଧ, ରାଜନଗର ବିଜେଡିରେ ଅସନ୍ତୋଷ!

କେନ୍ଦ୍ରାପଡ଼ା: କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶାସକ ଦଳରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ଅସନ୍ତୋଷ ଓ ଅସ୍ଥିରତାର ସଙ୍କଟ ସୃଷ୍ଟି କରିଛି। ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ସମର୍ଥକ ଓ ଦୀର୍ଘଦିନ ଧରି…

ରାଜନୀତି ଛାଡିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଆଳିରୁ ଲଢ଼ିବେ ଝିଅ

କେନ୍ଦ୍ରାପଡା : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଏବେ ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ଏବଂ ବୃତ୍ତିରେ ଡାକ୍ତର ଥିବା ତାଙ୍କ ଝିଅ ଦେବସ୍ମିତା ଶର୍ମା ତାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।…