Latest Odisha News

BREAKING NEWS

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଦ୍ରକ: ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକର ୪ଟି ସ୍ଥାନରେ ରେଡ୍ । ସେପରି ବାରିପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ବି ରେଡ୍ । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଚାଲିଛି ଏହି ରେଡ୍ । ସୂଚନା ଅନୁସାରେ, ବିଧାୟକ ପ୍ରଫୁଲ୍ଲ ସାମଲଙ୍କ…

ତୃତୀୟ ଦିନରେ ଚାଷୀ ଆନ୍ଦୋଳନ, ପଞ୍ଜାବରେ ୪ଘଣ୍ଟିଆ ରେଳରୋକ ଅଭିଯାନ, ଟ୍ରାଫିକ୍ ବ୍ୟାନ ଭିତରେ ସିବିଏସଇ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଆଜି ଚଣ୍ଡିଗଡ଼ରେ ଅପରାହ୍ନ ୫ ଟାରେ କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏସବୁ ମଧ୍ୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଭାରତୀୟ କିସାନ ୟୁନିୟନ ଉଗ୍ରାହାଁ ଦଳ ପଞ୍ଜାବରେ ରେଳ ରୋକ ଆନ୍ଦୋଳନ ଘୋଷଣା କରିଛି ।…

ନାତୁଣୀ ବାହାଘର ଉତ୍ସବରେ ଝୁମିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ତାଙ୍କ ନାତୁଣୀ ନିକିତାଙ୍କ ବାହାଘର ଉତ୍ସବରେ ଯୋଗ ଦେଇଥିଲେ ।  ଏହି ବାହାଘର ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହୋଇଥିଲା । ଏହି ବାହାଘର ଉତ୍ସବର ଏକ ଭିଡିଓ ନିଜେ ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଖୁସିରେ…

ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ । ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସ ଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବର ସ୍ଥିତ ଘରେ ଚାଲିଛି ଭିଜିଲାନ୍ସ…

କାନସାସ୍ ସହରରେ ଗୁଳିମାଡ଼; ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଆହତ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ମିସୋରିର କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି । ସେମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା…

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପାର୍ଥୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ଵର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି । ଗତକାଲି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଆଉ ଅଶ୍ୱିନୀ ବୈଷ୍ଣବଙ୍କୁ…

ଆଜିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ପରୀକ୍ଷା ହଲ୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ଏହି ପରୀକ୍ଷା ଚାଲିବ । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ…

ଶଙ୍ଖ ରଖିଲେ ଘରୁ ଦୁର ହୋଇଥାଏ ବାସ୍ତୁ ଦୋଷ, ଜାଣନ୍ତୁ କଣ କୁହନ୍ତି ବାସ୍ତବିତ୍

ଭୁବନେଶ୍ଵର: ଘରେ ବାସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଯଦି ବାସ୍ତୁ ଖରାପ ଥାଏ ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ଜାଣିବା ଘରେ ଶଙ୍ଖ ରଖିବାର ଉପକାରିତା | ଶଙ୍ଖ ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି | ହିନ୍ଦୁ…

ସକାଳୁ ଉଠି ପ୍ରଥମେ ପିଅନ୍ତୁ ଅଁଳା ପାଣି, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅଁଳାର ଫାଇଦା ବିଷୟରେ ଅବଗତ ଥିବେ । ଅଁଳାର ପୁଷ୍ଟିକର ମୂଲ୍ୟକୁ ଦେଖିବାକୁ ଗଲେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ଅଁଳାରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବସ୍, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି,…

ମାଇକେଲର ଫାଷ୍ଟ ଲୁକ ଜାରୀ: ଜ୍ୟାକସନଙ୍କ ପରି ଅବିକଳ ଦେଖାଯାଉଛନ୍ତି ପୁତୁରା ଜାଫର

ମୁମ୍ବାଇ: ମାଇକେଲ ଜ୍ୟାକସନଙ୍କ ବାୟୋପିକର ଫାଷ୍ଟ ଲୁକ ଜାରୀ ହୋଇଛି । ଏହି ଫିଲ୍ମରେ ମାଇକେଲଙ୍କ ଭୂମିକା ତାଙ୍କ ପୁତୁରା ଜାଫର ଜ୍ୟାକସନ କରିଛନ୍ତି । ଜାଫରଙ୍କ ଲୁକ ଅବିକଳ ମାଇକେଲଙ୍କ ପରି ଦେଖାଯାଉଥିବାରୁ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ନିର୍ମାତା ଗ୍ରାହମ କିଙ୍ଗ କହିଛନ୍ତି…