ଶିମୁଳିଆ ବିଡିଓ ଆତ୍ମହତ୍ୟା କରିବା ପଛର କାରଣ କ’ଣ..? ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପତ୍ନୀ
ଶିମୁଳିଆ: ଶିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କ ପତ୍ନୀ ନିବେଦିତା ରାଉତଙ୍କ ବୟାନ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରଥମେ ନିବେଦିତା ରାଉତ ତାଙ୍କ ସ୍ୱାମୀଙ୍କ ହତ୍ୟା ଆଶଙ୍କା ପ୍ରକାଶ କରିଛନ୍ତି। ତେବେ…