Guangzhou-Delhi Flights: ମୋଦି-ଜିନପିଙ୍ଗଙ୍କ ବୈଠକ ପୂର୍ବରୁ ବଡ଼ ଘୋଷଣା, ୬ ବର୍ଷ ପରେ ପୁଣି ଉଡିବ…
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତରେ ପହଞ୍ଚୁଥିବା ବେଳେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ୬ ବର୍ଷ ପରେ ଗ୍ୱାଙ୍ଗଝୁ-ନୂଆଦିଲ୍ଲୀ ରୁଟ୍ରେ ପୁଣିଥରେ ନିୟମିତ ଯାତ୍ରୀବାହୀ ବିମାନ…