Latest Odisha News

BREAKING NEWS

ଜଗତସିଂହପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତ ଅଟକ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ୍ ଥାନା ଅଞ୍ଚଳରେ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ସମେତ ୩ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମହିଳା ଜଣକ ଘରୋଇ ସମସ୍ୟା ଯୋଗୁଁ ଘରୁ ବାହାରିବା ପରେ ଏହି…

ବ୍ୟାଡମିଣ୍ଟନ ଖେଳରୁ ବିବାଦ: ଭାଇକୁ ଛୁରୀ ମାରିଲା ଭାଇ

ସୋନପୁର: ଝିମିଟି ଖେଳରୁ ମହାଭାରତ ଭଳି ବ୍ୟାଡମିଣ୍ଟନ ଖେଳକୁ  ନେଇ ବିବାଦ ଦେଖାଦେବା ପରେ ଜଣେ ଭାଇ ଆଉ ଜଣେ ଭାଇକୁ ଛୁରୀରେ ଆକ୍ରମଣ କରିଛି। ଗୁରୁବାର ସଂଧ୍ୟାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସମସ୍ତେ ସ୍ତବ୍ଧ। ଗୁରୁବାର ସନ୍ଧ୍ୟାରେ ଦୁଇ ଭାଇ ମହମ୍ମଦ ତନୁଜାଲ ଏବଂ…

ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ଡକ୍ଟର ବିଆର୍ ଷଡ଼ଙ୍ଗୀ

କଟକ: ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ୍ ଡକ୍ଟର ବିଆର୍ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସୁପ୍ରିମ୍ କୋର୍ଟ କଲେଜିୟମ୍ ର ସୁପାରିସ ପରେ ଏହି ନିଯୁକ୍ତି ସମ୍ପର୍କିତ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ୨୭ ବର୍ଷର ଆଇନଗତ…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ ଜେଜୁଟରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସର ତିନୋଟି ଯାକ ଅଧିବେଶନରେ ଉତ୍ସାହର ସହ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ପ୍ରଥମ…

କବିତା : ପ୍ରୀତିର ପସରା

ସଫଳା ଦାସ  ପ୍ରତି ଦିନ ମୁଁ ପ୍ରତି ମୂହୁର୍ତ୍ତରେ ପ୍ରଣୟୀ ପତ୍ରରେ ପରଶି ଦିଏ ପ୍ରତିଦାନେ ଖୋଜେ ପ୍ରତାନ ତନୁଟି ପ୍ରୀତିର ଗାଲିଚା ବିଛେଇଦିଏ ।। ପ୍ରିୟତମ ମୁଖ ଆସେ ଅବିରତ ପ୍ରୀତି ଚୁମ୍ବନରେ ମୂରୁକି ହସ ପ୍ରତ୍ୟୁତ୍ତର ମିଳେ ପ୍ରତିଧ୍ବନି କହେ ପ୍ରଣୟ ପିପାସୁ କରିଛି ବଶ ।।…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲା । ଆଜି ପୁଣି ସାମ୍ନାକୁ ଆସିଲା ଆଉ ୩ ପିଜିଟିଭ ରିପୋର୍ଟ । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

କୋରାପୁଟ: କୋରାପୁଟରେ ଲଜ୍ଜା । ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କୋରାପୁଟର ସନ୍ତୋଷ ଡଙ୍ଗାୟତ (୨୦) । ପୋଲିସ ସୁଚନା ଅନୁଯାଇ, ଜୟପୁର ସହରର ନବମ ଶ୍ରେଣୀ ପଢୁଥିବା ଜଣେ ନାବାଳିକାକୁ ଅପହରଣ…

ଆମେରିକାରେ ୬ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ସମସ୍ତେ ଗୋଟିଏ ପରିବାରର

ହ୍ୟୁଷ୍ଟନ୍: ଆମେରିକାର ଟେକ୍ସାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ । ଟେକ୍ସାସ୍ ପବ୍ଲିକ୍ ସେଫ୍ଟି ବିଭାଗ (ଡିପିଏସ୍) ଅନୁଯାୟୀ ଫୋର୍ଟ ୱର୍ଥ ନିକଟରେ ଏକ ମିନିଭ୍ୟାନ…

ପୁରୀ ଏସସିଏସ କଲେଜରେ ଅଗ୍ନିକାଣ୍ଡ, ଜରୁରୀ ଡକ୍ୟୁମେଣ୍ଟ ପୋଡି ପାଉଁଶ

ପୁରୀ: ପୁଣି ପୁରୀରେ ଅଗ୍ନିକାଣ୍ଡ । ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ । ମହାବିଦ୍ୟାଳୟ ପରିସରରେ ଥିବା ଇକୋନୋମିକ୍ସ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ…

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ…