Latest Odisha News

BREAKING NEWS

କଲେଜରେ ହିନ୍ଦୁ ଭାବନାକୁ ଅପମାନ ଅଭିଯୋଗ, ଓଡ଼ିଶା ସରକାରକୁ ଭିଏଚପିର କଡ଼ା ସମାଲୋଚନା

ଭଦ୍ରକ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଏକ ସରକାରୀ କଲେଜରେ ପରିବେଷିତ ନାଟକକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଭଦ୍ରକ ଜିଲ୍ଲା ଅଗରପଡ଼ା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଯୁବ ଓଡ଼ିଶା, ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ନାଟକ ଅନୁଷ୍ଠିତ…

‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ

ରାଜସ୍ଥାନ: ‘ରୁମ ହିଟର’ ନେଲା ପୂରା ପରିବାରର ଜୀବନ । ରାଜସ୍ଥାନର ଅଲୱରରେ ରୁମ୍ ହିଟର ପାଇଁ ଏକ ପରିବାର ୩ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାପ ଓ ଝିଅ ରୁମ ଭିତରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନର ଶେଖପୁର ପୁଲିସ ଷ୍ଟେସନ…

ବୃନ୍ଦାବନରେ ଅଘଟଣ, ପ୍ରବଳ ଭିଡ଼ ଯୋଗୁ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଥୁରା: ବୃନ୍ଦାବନର ପ୍ରସିଦ୍ଧ କୃଷ୍ଣ ମନ୍ଦିର ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ । ଦର୍ଶନ କରିବାକୁ ଯାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ମହିଳାମାନେ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିଲେ । ପ୍ରବଳ ଭିଡ଼ ହେବାରୁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିବା…

ଜାନୁଆରିରେ ସୁନ୍ଦରଗଡ଼ ଆସିବେ ଖଡ଼ଗେ,ରାହୁଲ ଓ ପ୍ରିୟଙ୍କା

ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସୁନ୍ଦରଗଡ଼ ଆସିବେ । ଆଜି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ନିକଟରେ ନୂଆଦିଲ୍ଲୀରେ ଓଡିଶା…

ପଦ୍ମପୁର ରେଞ୍ଜରେ ଗାଈକୁ ମାରି ଖାଇଲା ମହାବଳ ବାଘ, ଆତଙ୍କିତ ଲୋକେ

ରାୟଗଡ଼ା: ପୁଣି ରାୟଗଡାରେ ଆତଙ୍କ ଖେଳେଇଲା ମହାବଳ ବାଘ । ଜିଲ୍ଲାର ପଦ୍ମପୁର ରେଞ୍ଜ ର ଆମ୍ବଖୁଲା ଗ୍ରାମ ନିକଟରେ ଆଜି ଏକ ଗାଈକୁ ଘୋଷାଡି ଖାଇଛି ବାଘ କିନ୍ତୁ ବାଘକୁ ବର୍ତ୍ତମାନ ସୁଦ୍ଧା କାବୁ କରିବାରେ ଅସଫଳ ରହିଛି ବନ ବିଭାଗ । ସୂଚନା ମୁତାବକ, ଆମ୍ବଖୁଲା ଗ୍ରାମର ଜଣଙ୍କ ଗାଈ ଆଜି ସକାଳୁ…

ଟେଷ୍ଟରେ କେଏଲ ରାହୁଲ ୱିକେଟ କିପିଂ କରିବେ

ସେଂଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଡିସେମ୍ବର ୨୬ରୁ ଖେଳାଯିବ । ମୁକାବିଲା ପୂର୍ବରୁ କେଏଲ ରାହୁଲ ୱିକେଟ କିପିଂ କରିବେ ବୋଲି କୋଚ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି । ଏଠାକାର ପିଚରେ ବଲ ବେଶୀ ଟର୍ଣ୍ଣ କରୁ ନ ଥିବାରୁ ରାହୁଲଙ୍କୁ ବିଶେଷ ଅସୁିବିଧା ହେବ…

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।…

ଟି୨୦ ବିଶ୍ୱକପ: ଇଂଲଣ୍ଡ ଟିମ ସହିତ ଯୋଡି ହେଲେ ପୋଲାର୍ଡ

ଲଣ୍ଡନ: ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡଙ୍କୁ ଇଂଲଣ୍ଡର ଆସିଷ୍ଟାଂଟ କୋଚ ଭାବେ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ଖେଳାଯିବାକୁ ଥିବାରୁ ୩୬ ବର୍ଷୀୟ ପୋଲାର୍ଡଙ୍କ…

ପୁଣି ଛଟେଇ କରିବ ଗୁଗଲ୍‌: ୩୦,୦୦୦ କର୍ମଚାରୀଙ୍କ ଚାକିରି ସଙ୍କଟରେ 

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ୍ ସର୍ଚ୍ଚ ଇଞ୍ଜିନ ଗୁଗଲର କର୍ମଚାରୀଙ୍କ ଚାକିରିକୁ ନେଇ ଆସିଛି ଏକ ବଡ଼ ଖବର । ଚଳିତବର୍ଷ ଗୁଗଲରୁ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଥିବା ବେଳେ ପୁଣି ଥରେ ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ୩୦ ହଜାର କର୍ମଚାରୀ…

ପିଆଜ ଓ ବାଲିରେ ୧୦୦ ଫୁଟ୍ ଲମ୍ବା ସାଣ୍ଟା କ୍ଲଜ୍ ତିଆରି କରି ଓ୍ବାର୍ଲଡ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି । ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି…