ଦାଉଦ ଭାଇ ପୂରା ଠିକ ଅଛନ୍ତି..:ଅଣ୍ଡରୱାର୍ଲ୍ଡ ଡନ ଛୋଟା ସକିଲ ଖୋଲିଲା ଭିତରର ରହସ୍ୟ
ନୂଆଦିଲ୍ଲୀ: ବିଷ କ୍ରିୟା ଯୋଗୁ ଭାରତର ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ ଗୁରୁତର ଏବଂ ତାଙ୍କର ମୃତ୍ୟୁ ଘଟିଥିବା ଖବର ଗୁଜବ ବୋଲି ଦାବି କରିଛି ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ସକିଲ । ଛୋଟା ସକିଲ କହିଛି, ଭାଇଙ୍କ ମୃତ୍ୟୁ ଖବର ଏକ ଗୁଜବ । ଏହର କୌଣସି ଆଧାର ନାହିଁ । ଭାଇ ୧୦୦୦…