Latest Odisha News

BREAKING NEWS

ଭଦ୍ରକ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୫ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଜଳିଗଲା ୧୫ ଟି ଦୋକାନ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଖବର ମୁତାବକ, ଗତକାଲି (ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ରଥପଦା ମାର୍କେଟରେ ଏହି…

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର…

ଖସୁଛି ପାରଦ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନ ହେବ ଜାରି ରହିଛି ଶୀତର ଲହରୀ । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା ସହ ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର । ଆଉ କିଛି କିଛି ସ୍ଥାନରେ ବଡି ଭୋରୁ ଘନ କୁହୁଡି ଦେଖାଯାଉଛି । ଫଳରେ ସକାଳ ସମୟରେ ଗାଡି ଚଳାଇରେ ଅସୁବିଧା ହେଉଛି ।…

ରାଜ୍ୟ ବାହାରକୁ ଚାଲାଣ ବେଳେ ୯୦ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର୍

କୋରାପୁଟ: ରାଜ୍ୟରେ ଥମୁନି ଗଞ୍ଜେଇ ବେପାର । ଦିନକୁ ଦିନ ଏହା ବଢିବାରେ ଲାଗିଛି । ପୁଣି ଏପରି ଏକ ଖବର ସାମ୍ନା କୁ ଆସିଛି କୋରାପୁଟ ରୁ । ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ତେବେ ଜବତ ଗଞ୍ଜେଇର ଆନୁମାନିକ…

କବିତା : ଅପେକ୍ଷା

ପଞ୍ଚାନନ ମିଶ୍ର ଜଦୀର୍ଘ ସୁଡ଼ଙ୍ଗର ଏପଟେ ମୁଁ କିଏ ଜଣେ ଅପେକ୍ଷା କରିଥାଏ ସୁଡ଼ଙ୍ଗ ଯେଉଁଠି ଶେଷ ହୋଇଯାଏ । ସୁଡ଼ଙ୍ଗ ଭିତରେ କେବଳ ଶବ୍ଦ ପରେ ଶବ୍ଦ ଛନ୍ଦାଛନ୍ଦି ପରସ୍ତରେ ଟିକିଏ ବି ଶୂନ୍ୟସ୍ଥାନ ନଥାଏ ସେଠାରେ । ସୁଡ଼ଙ୍ଗ ଭିତରେ ବିଚ୍ଛୁରିତ ଆଲୋକର ରେଖା ଆଲୋକ କ'ଣ…

ଏସଏନସିୟୁ ରେ ବୋରଓ୍ବେଲରୁ ଉଦ୍ଧାର ଶିଶୁ, ଫୁସଫୁସ୍ ରେ ହୋଇଛି ସଂକ୍ରମଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଙ୍ଗଲ ମଧ୍ୟର ଥିବା ଏକ ପରିତ୍ୟକ୍ତ ବୋଲଓ୍ବେଲ ରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଟି କୁ ବୁର୍ଲା ର ସ୍ବତନ୍ତ୍ର ନବଜାତ ଶିଶୁ ୟୁନିଟ୍ (ଏସଏନସିୟୁ) ରେ ରଖାଯାଇ ବର୍ତ୍ତମାନ ଚିକିତ୍ସା ଚାଲିଥିବାବେଳେ, ଆହୁରି କିଛି…

ଇସ୍ରାଏଲର ନୂତନ କୌଶଳ : ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି

ଜେରୁଜେଲମ : ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ…

ସବୁଠୁ ଦାମୀ ମେଣ୍ଢା,ଦାମ୍ ଜାଣିଲେ ହୋସ ଉଡ଼ିଯିବ

ରାଜସ୍ଥାନର ଗ୍ରାମାଞ୍ଚଳର ଅଧିକାଂଶ ଲୋକ ମେଣ୍ଢା ଓ ଛେଳି ପାଳନ କରି ପେଟ ପୋଷିଥାନ୍ତି । ମେଣ୍ଢାପାଳକମାନେ ପଶମ ଏବଂ କ୍ଷୀରରୁ ଭଲ ରୋଜଗାର କରନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ମେଣ୍ଢା ବିଷୟରେ କହିବୁ ଯାହା ଦୁନିଆର ସବୁଠୁ ଦାମୀ ମେଣ୍ଢା ଭାବେ ବିବେଚନା କରାଯାଉଛି । ଆଉ ଏହାର ଦାମ୍…

ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ…

ଋତୁସ୍ରାବ ସମସ୍ୟା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି ମହିଳାମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର…