ବିଶ୍ୱରେ ପ୍ରଥମ, ବିନା ପାଇଲଟରେ ଉଡିଲା ବିମାନ
କାଲିଫର୍ଣ୍ଣିଆ : ବିଶ୍ବରେ ପ୍ରଥମ ଥର ପାଇଁ ବିନା ପାଇଲଟରେ ବିମାନ ଉଡିଛି। ମାତ୍ର ୧୨ମିନିଟ ପାଇଁ Cessna 208B Caravan ବିମାନଟି କାଲିଫର୍ଣ୍ଣିଆର ହୋଲିଷ୍ଟର ମୁନିସପାଲ ବିମାନବନ୍ଦରରେ ସଫଳତାର ସହ ଟେକଅଫ୍ କରିବା ପରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ ବି କରିଛି । ନଭେମ୍ବର ୨୧ରେ ବିମାନ ଉଡ଼ାଣ…