ଗୁଗଲ ଇତିହାସରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ହେଲେ କୋହଲି
ନୂଆଦିଲ୍ଲୀ: କ୍ରିକେଟ ଜଗତରେ ବିରାଟ କୋହଲିଙ୍କୁ ବା କିଏ ନ ଜାଣେ । ତେବେ ସାରା ବିଶ୍ୱରେ ମଧ୍ୟ ସେ କ୍ରିକେଟର ଭାବେ ବେଶ ଲୋକପ୍ରିୟ ତାହା ପୁନର୍ବାର ସ୍ପଷ୍ଟ ହୋଇଛି । ନିକଟରେ ସର୍ଚ୍ଚ ଇଂଜିନ ଗୁଗଲ ତାର ୨୫ ବର୍ଷ ଇତିହାସର ଲୋକପ୍ରିୟ ଖେଳାଳିଙ୍କ ସୂଚୀ ଜାରି କରିଛି । ଏଥିରେ କ୍ରିକେଟର ଭାବେ…