Latest Odisha News

BREAKING NEWS

ସାହିତ୍ୟିକ ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ 'ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ  ‘ଶିକ୍ଷାଜୀବୀର କଥା’ ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସ୍ନାନ ମଣ୍ଡପରେ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗଜାନନ ରୂପକୁ ସ୍ନାନ ମଣ୍ଡପରେ ଦର୍ଶନ କଲେ ମଣିଷର ଜ୍ଞାନର ଉଦୟ ହୁଏ । କାରଣ ଶାସ୍ତ୍ର କହେ “ମହୋଦର ଇତି ଖ୍ୟାତୋ ଜ୍ଞାନ ବ୍ରହ୍ମ ପ୍ରକାଶକ । ” ଅର୍ଥାତ ସ୍ନାନ ବେଦିରେ…

ଭୁବନେଶ୍ୱରରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଆହୁରି ବିସ୍ତାର ହେବ ଆଇଟି ଇକୋସିଷ୍ଟମ । ଯାହାକୁ ନେଇ ଭୁବନେଶ୍ୱର ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବରେ EY ଟେକ୍ନୋଲୋଜି ହବ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । EY ଟେକ୍ନୋଲୋଜି ସେଣ୍ଟର ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ଏହା ନିଶ୍ଚିତତା,…

ସକରାତ୍ମକ ମନୋଭାବ ଜାଗ୍ରତ ପାଇଁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସ୍ଥାନିତ ହେଲେ ମହିଳା ଡ଼ାକ୍ତର

ଭୁବନେଶ୍ୱର: ସମ୍ମାନଜନକ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନୀତ ହେଲା ଓଡ଼ିଆ ମହିଳା ଡାକ୍ତର ଚିଦାତ୍ମିକା ଖଟୁଆଙ୍କ ନାମ । ଏଥ ସହିତ ମଧ୍ୟ ତାଙ୍କୁ ମିଳିଲା ଏଲଓଏସଡ଼ି ଏକ୍ସଲେନ୍ସ ପୁରସ୍କାର ୨୦୨୩ । ସମାଜରେ ବିଭିନ୍ନ ବର୍ଗର ଲୋକଙ୍କ ଭିତରେ ସକାରାତ୍ମକ ଭାବନା ତିଆରି କରିବା କ୍ଷେତ୍ରରେ ନିରନ୍ତର…

ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇଲେ ୟୁଭାନିକା

ବୟସ ମାତ୍ର ୩ ବର୍ଷ ୩ ମାସ; କିନ୍ତୁ ଏତେ କମ ବୟସରେ ସେ ଅନେକ ପ୍ରଶ୍ନର ଉତ୍ତର ସହଜରେ ମନେରଖିବା ସହିତ କହିବି ପାରୁଛନ୍ତି । ଏହି କାରଣରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ରେ ମିଳିଛି ସ୍ୱତନ୍ତ୍ର ସ୍ଥାନ । ଏହି କୁନି ପ୍ରତିଭା ଜଣକ ହେଲେ ଆରଭି ୟୁଭାନିକା । ଆରଭିଙ୍କ ମୁହଁରେ ଅଛି ଭାରତର…

୨୦୨୩ ମସିହାରେ ସବୁଠାରୁ ଅଧିକ ଦେଖିଥିବା ଭିଡ଼ିଓ

ନୂଆଦିଲ୍ଳୀ: ୨୦୨୩ ମସିହାରେ ଏମିତି ଏକ ଭିଡ଼ିଓ ଅଛି ଯାହାକୁ ବେଶୀ ଗ୍ରହଣୀୟତା ମିଳିଛି । ମେକଅପ୍ ସହିତ ଜଡିତ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ମେକ୍‌ଅପ୍ ପୂର୍ବରୁ ଦେଖିଥିବା ଅଧିକାଂଶ ଚେହେରାକୁ ମେକ୍‌ଅପ୍ ପରେ ଚିହ୍ନି ହୋଇ ନ ଥାଏ । କିନ୍ତୁ ୨୦୨୩ ମସିହାରେ ଏକ ମେକ୍‌ଅପ୍…

ସମୁଦ୍ରକୂଳରେ ପଡ଼ିଛନ୍ତି ଅସଂଖ୍ୟ ମଲାମାଛ

ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ କୁଢ କୁଢ ମଲାମାଛ । ସାର୍ଡାଇନ୍ ଓ ମ୍ୟାକ୍‌ରଲ୍ ସମେତ ଅସଂଖ୍ୟ ମଲାମାଛ ସମୁଦ୍ରକୂଳରେ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି । ପରେ ଏତେ ମାଛ ଦେଖି ସ୍ଥାନୀୟ ଲୋକେ ମାଛସବୁ ଗୋଟାଇ ବିକ୍ରି କରିବାକୁ ନେଇଥିଲେ…

ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ…

କେବେ ମିଳିବ ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୁରଣ ରାଶି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ଵର: ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୁରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ଦଫା ଦାବିକୁ ପୂରଣ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,…

ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ, ଟ୍ରେଣ୍ଡରେ ଏବେ ନୂତନ ଶୀତବସ୍ତ୍ର…

ଭୁବନେଶ୍ୱର: ଶୁଭାରମ୍ଭ ହୋଇଛି ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ । “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ଶ୍ରୀଯୁକ୍ତ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ…