କାହା ସ୍ବାର୍ଥରେ ମନରେଗା ଯୋଜନା ? ଅଡିଟ୍ ବେଳେ ଧରାପଡିଲା ସତ
ନୂଆପଡା : ମନରେଗା ଯୋଜନାରେ ମହାଘୋଟାଲା । ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଞ୍ଚୁନି । ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଖାମଖିଆଲ ନୀତି ଯୋଗୁଁ ଅର୍ଥ ହେରଫେର ଓ ମନରେଗା କାମରେ…