ନୂଆପଡାରେ ଚାଷୀଙ୍କୁ ବିନା ମୂଲ୍ୟରେ ରବି ବିହନ ଯୋଗାଣ ଦାବି କରିଛି ଶ୍ରମଜୀବୀ ବିକାଶ ମଞ୍ଚ
ନୂଆପଡା: ରବି ଋତୁ ପାଇଁ ଡାଲି ଜାତୀୟ ବିହନକୁ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରି ଶ୍ରମଜୀବୀ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖଡ଼ିଆଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମୁକ୍ତାପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଖଡ଼ିଆଳ, ନୂଆପଡ଼ା…