Latest Odisha News

BREAKING NEWS

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହୋଇଗଲା ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ…

ଶିଶୁ କବିତା : ଧାନକ୍ଷେତ

ତରୁଣ କୁମାର ମିଶ୍ର ଆହା କି ସୁନ୍ଦର ସୁନାର ଫସଲ ପବନରେ ଦୋଳାୟିତ , କାକର ଭିଜାରେ ପୂର୍ଣ୍ଣଗଭା ହୋଇ ଖିଲି ଖିଲି ହସେ କ୍ଷେତ । ସବୁଜ ପତ୍ରର ସମ୍ଭାରରେ ଥାଇ ସୁନେଲି ଧାନର କେଣ୍ଡା , କ୍ଷେତକୁ ହସାଏ ମନ ମୋହିନିଏ ତା' ର ରୂପକାନ୍ତି ଆଭା । ଧାନକ୍ଷେତ ପରେ ହିଡ଼ମୁଣ୍ଡେ ବସି…

ମଧ୍ୟପ୍ରଦେଶ, ରାଜସ୍ଥାନରେ ପଛରେ କଂଗ୍ରେସ, ତେଲେଙ୍ଗାନାରେ ଆଗରେ: ଛତିଶଗଡରେ କ୍ଲୋଜ ଫାଇଟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ…

ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲାଣି ବିଜୟ ଉତ୍ସବ

ନୂଆଦିଲ୍ଲୀ:ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉଲ୍ଲାସ ମନାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଲାଣି ।   ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ…

କବିତା : ସ୍ମୃତି

ସୁଷମା ପରିଜା  ଏମିତିକା କଥା ତ ନଥିଲା,  ଚାଲୁ ଚାଲୁ ବାଟଭାଙ୍ଗି ଚାଲିଯିବ ବୋଲି । ବାହା ବେଦୀରେ ସାତ ଦୀପ ,ଷୋହଳ କଳସ ସହ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପରା ତୁମେ ସାତ ବଚନ ଦେଇଥିଲ ସାଥୀ ମୋର ହେବ ବୋଲି ସାତ ଜନ୍ମ ଯାଏଁ। ହେଲେ ଇଏ କ’ଣ କଲ ? ଗୋଟିଏ ଜନ୍ମ ବି ସାଥୀ ହୋଇ…

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ନେଇ ଏକ…

୪ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ ଆଜି: ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି

ନୂଆଦିଲ୍ଲୀ: ଆଜି ହେବ ଭାଗ୍ୟ ନିର୍ଦ୍ଧାରଣ । ୪ ରାଜ୍ୟରେ ହେବ ଭୋଟ ଗଣତି । ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । କିଏ ଜିତିବ, କିଏ ହାରିବ ଆଜି ସ୍ପଷ୍ଟ ହୋଇଯିବ । କାହାମୁଣ୍ଡରେ ବନ୍ଧାହେବ ବିଜୟ ମୁକୁଟ, କିଏ ଧରିବ ଶାସନ କମାଣ ଆଉ କେଇଘଣ୍ଟା ପରେ ସାମ୍ନାକୁ ଆସିବ । ଏଗ୍ଜିଟ ପୋଲକୁ…

ବିଶ୍ୱକପ ଟ୍ରଫିର ‘ଅସମ୍ମାନ’ ଦୋହରାଇବେ ମିଚେଲ୍

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା । ବିଶ୍ୱକପ୍ ପରେ ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିଶ୍ୱକପ ଟ୍ରଫି ଉପରେ ପାଦ ରଖିଥିବାର ନଜର ଆସିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ମିଚେଲଙ୍କୁ ଖୁବ୍…

ଯୁବକଙ୍କ ମୁଣ୍ଡ ଭିତରୁ ବାହାରିଲା ଦୁଇଟି ଚପ୍‌ଷ୍ଟିକ୍‌

ଭିଏତନାମ: ନିକଟରେ ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୁଣ୍ଡରୁ ବାହାରିଛି ଦୁଇଟି ଚପ୍‌ଷ୍ଟିକ୍ । ଏହାଦେଖିବା ପରେ ଯୁବକଙ୍କ ଘର ଲୋକ ଓ ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅପରେସନ ପରେ ଏହି ଦୁଇଟି ଚପ୍‌ଷ୍ଟିକ୍‌କୁ ବାହାର କରିବାରେ…

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ । ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇଥାଏ ଆମ୍ବୁଲାନ୍ସ । ଏବେ ଆମ୍ବୁଲାନ୍ସକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ…