ରେଳ ଧାରଣାରେ ଖଣ୍ଡବିଖଣ୍ଡିତ ମୃତଦେହ: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ଜିଆରପି ପୋଲିସ
କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ ଅଭାବନୀୟ ଘଟଣା ଘଟିଛି । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ…