ତେଲେଙ୍ଗାନା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା
ହାଇଦ୍ରାବାଦ: ନଭେମ୍ବର ୩୦ ରେ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏନେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ), କଂଗ୍ରେସ ଏବଂ ବିଜେପି ପକ୍ଷରୁ ଚାଲିଛି ଜୋରଦାର ନିର୍ବାଚନୀ ପ୍ରସ୍ତୁତି । ଏଥର କଂଗ୍ରେସ ଏବଂ ବିଆରଏସ ମଧ୍ୟରେ କଡ଼ା ପ୍ରତିଯୋଗିତା ବିଷୟରେ ଆଲୋଚନା ହେଉଛି, କିନ୍ତୁ ବିଜେପି…