Latest Odisha News

BREAKING NEWS

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…

ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବୃହତ ବିଜୟ

ପୁଣେ: ଚଳିତ ବିଶ୍ୱକପରେ କ୍ୱିଂଟନ ଡିକକ ଓ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଦକ୍ଷିଣ ଆଫ୍ରିକାକୁ ୧୯୦ ରନରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୫୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନ…

ବେଆଇନ ବାଣ ଗୋଦାମରେ ରେଡ୍‌: ବିପୁଳ ପରିମାଣର ବାଣ ଜବତ, ୨ ଅଟକ

ବାଲେଶ୍ୱର: ଅବାଧରେ ଚାଲିଛି ବାଣ ବେପାର। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ଆଗକୁ ଦୀପାବଳି ଥିବାରୁ ବେଆଇନ ବାଣ ବ୍ୟବସାୟ ଏବେ ବଢିଚାଲିଛି। ଆଜି ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଣ ଗୋଦାମ ଉପରେ ଜଳେଶ୍ବର ପୋଲିସ ଚଢଉ କରିଛି। ୨୦ ଲକ୍ଷ ଟଙ୍କାରୁ…

ଭାରତକୁ ଋଷର ଉପହାର, ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କଲା ଏହି ସ୍ୱତନ୍ତ୍ର ସୁବିଧା

ମସ୍କୋ: ଭାରତର ବନ୍ଧୁ ଦେଶ ଋଷ, ଭାରତୀୟମାନଙ୍କୁ ଏକ ବଡ ଉପହାର ଦେଇଛି । ଋଷ ତାର ଆର୍ଥିକ ସଂସ୍ଥା ତଥା ବ୍ୟାଙ୍କ ଗୁଡିକରେ ଭାରତୀୟ ମାନଙ୍କୁ ଆକାଉଣ୍ଟ ଖୋଲିବାର ନିୟମକୁ କୋହଳ କରିଛି । ରୁଷ ସରକାରଙ୍କର ଏହି ନିଷ୍ପତ୍ତି ପରେ ଭାରତୀୟମାନେ ସହଜରେ ରୁଷରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ଏହା…

ଇସ୍ରାଏଲ ସହ କୂଟନୀତି ସମ୍ପର୍କ ଚ୍ଛିନ୍ନ କଲା ବୋଲିଭିଆ

ତେଲ ଅଭୀବ: ଗାଜାରେ ପ୍ରବେଶ କରି ହମାସ ଆତଙ୍କବାଦୀଙ୍କୁ ମାରିବା ନେଇ ଇସ୍ରାଏଲ ଉପରେ ମୁସଲମାନ ଦେଶଗୁଡିକ କ୍ଷୁବ୍ଧ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ଲ୍ୟାଟିନ ଆମେରିକୀୟ ଦେଶ ବୋଲିଭିଆ ତାର କୂଟନୈତିକ ସମ୍ପର୍କ ଇସ୍ରାଏଲ ସହ ଚ୍ଛିନ୍ନ କରିଛି । ଗାଜାରେ ହେଉଥିବା ଇସ୍ରାଏଲ ଆକ୍ରମଣକୁ ଆମେ…

ସଡ଼କ ଦୁର୍ଘଟଣାର ତାଜା ରିପୋର୍ଟ ଅବାକ୍ କରିଦେବ ଆପଣଙ୍କୁ ! ସତର୍କରେ ଚଲାନ୍ତୁ ଗାଡ଼ି

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୨ ମସିହାରେ ଘଟିଥିବା ସଡ଼କ ଦୁର୍ଘଟଣାର ତଥ୍ୟ। ଏହି ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଭାରତରେ ୧୮-୬୦ ବର୍ଷ ବୟସର ଶ୍ରମିକମାନେ ସର୍ବାଧିକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତ ବର୍ଷ ସଡ଼କ ଦୁର୍ଘଟଣାରେ ସମୁଦାୟ ୧.୬ ଲକ୍ଷ ମୃତ୍ୟୁ ଘଟିଥିଲା ​​ଏବଂ ୪…

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ଜମ୍ମୁ-କଶ୍ମୀର

ପୋର୍ଟବ୍ଲେୟାର: ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଶ୍ବରେ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହେଉଥିବା ଘଟାଣା ସାମ୍ନାକୁ ଆସୁଛି । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ପୁଣି ଆଜି(ବୁଧବାର) ଦେଶର ଦୁଇଟି ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମଧ୍ୟାହ୍ନରେ ଦେଶର…

ବିଶ୍ୱକପରେ ଭାରତ ପାଇଁ ସର୍ବଦା ସମସ୍ୟା ସୃଷ୍ଟି କରିଛି ଶ୍ରୀଲଙ୍କା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହାକୁ ଜିତି ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିବ । ଶ୍ରୀଲଙ୍କା ବିପକ୍ଷରେ ଭାରତର ଓଭରାଲ ରେକର୍ଡ ଭଲ ରହଛି । ମାତ୍ର ବିଶ୍ୱକପରେ…

ଆଇଏଫଏସ୍‌ ସ୍ତରରେ ଅଦଳବଦଳ: ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ

ଭୁବନେଶ୍ୱର: ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ…

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମର୍ଣ୍ଣିଂ ୱାକ୍ ସମୟରେ ମହିଳାଙ୍କୁ ଆକ୍ରମଣ; ଜଣେ ମୃତ, ୫ ଆହତ

ଲକ୍ଷ୍ନୌ: ଯୁବକଙ୍କ ଟେକା ପଥର ମାଡରେ ଜଣେ ମୃତ ୫ ଗୁରୁତର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଭଦୋହୀରେ । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଲୋକଙ୍କ ଉପରକୁ ଜଣେ ଯୁବକ ଇଟା ପଥର ଫୋପାଡି ଏକ ବାଡି ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ…