Latest Odisha News

BREAKING NEWS

ଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ….

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ  । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ  । ଆମେ ସାଧାରଣତଃ ଓଠ ଫାଟିବାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଲିପ୍ ବାମ୍ ବ୍ୟବହାର କରିଥାଉ  । କିନ୍ତୁ ଆସନ୍ତୁ ଜାଣିବା…

ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ,ତୁଳସୀ ଚଉରା ମୂଳେ କଲେ ରାଇଦାମୋଦର ପୂଜା

ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର  । ହବିଷ କରିବା ଲାଗି ପୁରୀରେ ଆସି ପହଞ୍ଚିଛନ୍ତି ଶହ ଶହ ହବିଷ୍ୟାଳୀ  । ଚଳିତ ବର୍ଷ ୩ ହଜାରରୁ ଉର୍ଦ୍ଧ୍ବ ହବିଷ୍ୟାଳୀ ପଞ୍ଜିକରଣ କରିଥିବାବେଳେ  ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରୀ ମାନଙ୍କ ପାଇଁ…

ଇଜିପ୍ଟର କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା, ୩୫ ମୃତ, ୬୩ ଆହତ

କାଏରୋ: ଇଜିପ୍ଟର ରାଜଧାନୀ କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା । ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୨୯ଟି ଯାନ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ଖବରମୁତାବକ, ଏକ ସୁରକ୍ଷା…

ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୮୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ବାଂଲାଦେଶ ଟିମର ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଆଶା ଧୂଳିସାତ ହୋଇଛି । ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲଦେଶ ୪୨.୨ ଓଭରରେ ୧୪୨ ରନ କରି…

ଓ୍ୱେଦର ଅପଡେଟ: ରାଜ୍ୟରେ ୧ ରୁ ୩ ଯାଏଁ ବର୍ଷା ସମ୍ଭାବନ

ଭୁବନେଶ୍ୱର: ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି । ତେବେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ…

‘୨୦ କୋଟି ନୁହେଁ, ୨୦୦ କୋଟି ନ ଦେଲେ ଡେଥ ୱାରେଣ୍ଟ..’ପୁଣି ମୁକେଶ ଅମ୍ବାନୀଙ୍କୁ ମିଳିଲା ଧମକ

ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ…

ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ଢେଙ୍କାନାଳ: ଚାଷ ଜମିରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ । ମୃତକ ଡ୍ରାଇଭର ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର ମହରଗା ସାହୁ । ସୂଚନାମୁତାବକ, ଆଜି ସକାଳେ ମହରଗା ଟ୍ରାକ୍ଟର ନେଇ ଚାଷ ଜମିକୁ ଯାଇଥିଲେ ।…

ସ୍ମାର୍ଟ ଫୋନ କିଣିବାକୁ ମନା କଲେ ବାପା: ଜୀବନ ହାରିଦେଲା ପୁଅ

ବାଲେଶ୍ୱର:ପାଗଳ କରିଛି ସ୍ମାର୍ଟଫୋନ ନିଶା । ସ୍ମାର୍ଟଫୋନରେ ୟୁଟ୍ୟୁବ ଖୋଲି ଭିଡିଓ ଗେମ ଖେଳିବାର ଏହି ନିଶା ପାଖରେ ବହୁମୂଲ୍ୟ ଜୀବନ ତୁଚ୍ଛ ହୋଇପଡିଛି । ସମ୍ପର୍କର ବନ୍ଧନ ବି ଶିଥିଳ ହୋଇପଡୁଛି । ତେଣୁ ବାପା-ମା’ ସ୍ମାର୍ଟଫୋନ ଜିଦ୍ଦି ପୂରଣ କରି ନ ପାରିବାରୁ ଜୀବନ ହାରିଦେଲେ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। ବିରୋଧୀ ମେଣ୍ଟ…