Latest Odisha News

BREAKING NEWS

ଚାଲିଥିଲା କୁମାର ପୂର୍ଣ୍ଣିମା ପ୍ରସ୍ତୁତି: ବିଦ୍ୟୁତ ଆଘାତରେ ଚାଲିଗଲା ଯୁବତୀଙ୍କ ଜୀବନ

କେନ୍ଦୁଝର:ଏପଟେ ଚାଲିଥିଲା କୁମାର ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି । ପଛରେ ଛିଡା ହୋଇଥିଲା ମୃତ୍ୟୁ ଦୂତ । ଗୋଟିଏ ମୁହୂର୍ତ୍ତରେ କୁମାର ପୂର୍ଣ୍ଣିମାର ଖୁସି ମିଳେଇଗଲା । କାନ୍ଦ ବୋବାଳି ପଡିଗଲା । ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କର ଅକାଳ ମୃତ୍ୟୁ ଘଟିଲା । ଶନିବାର ଦିନ…

ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ…

୭୭୧ ରନ, ୬୫ ଚୌକା, ୩୨ ଛକା ଓ ୨ ଶତକ ସବୁ କିଛି ଗୋଟିଏ ମ୍ୟାଚରେ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟର ସବୁଠାରୁ ରୋମାଂଚକର ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚର ଫଳାଫଳ ପାଇଁ ଦର୍ଶକଙ୍କୁ ଶେଷ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଅବଶ୍ୟ ପୁନର୍ବାର ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ନିରାଶ କରିଥିଲା । ଏହି…

ବିଜେଡିରେ ସାମିଲ ହେଲେ ବରପାଲି ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର:ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବରପାଲି ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ବିଜେପୁର ଏନଏସି ୪ନଂ ୱାର୍ଡ଼ର କାଉନସିଲର ଦୀପକ ପାଣିଗ୍ରାହୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରୀତା ସାହୁଙ୍କ ଉପସ୍ଥିତିରେ…

ମୁଖ୍ୟମନ୍ତ୍ରୀ ଚତୁରତାର ସହ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି –ଚେଲ୍ଲା କୁମାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି । ଏମିତି କହି ମୁଖ୍ୟମନ୍ତୀ ଏବଂ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାର ।…

ଥାନା ଭିତରେ ଥାନା ଅଧିକାରଣୀଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ମୟୂରଭଞ୍ଜ: ମୟୂରଭଞ୍ଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଶୋଇ ଥାନା ଭିତରେ ଥାନା ଅଧିକାରିଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ । ଏଥିରେ ଥାନା ଅଧିକାରିଣୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ତେବେ ଘଟଣା ଘଟାଇଥିବା…

ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୮୯ ରନର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ବିଜୟ…

ବ୍ରହ୍ମପୁରରେ ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ ଘଟଣା, ୨ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଘରେ ପଶି ମା’ ଓ ଦୁଇ ପୁଅଙ୍କୁ ଆକ୍ରମଣ ଘଟଣା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁନିଆ ସାହୁ । ଏନେଇ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ବାଂଲାଦେଶ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୫୦ ଓଭରରେ ୨୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ସ୍କଟ ଏଡୱାର୍ଡସ ୮୯ ବଲରେ ୬୮…

ଗାଜା ସୀମାରେ ପ୍ରବେଶ କଲା ଆଇଡିଏଫ, ଘନ ଘନ ମିସାଇଲ ଆକ୍ରମଣ

ଗାଜା: ପ୍ରଥମ ଥର ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ସୀମାରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି । ରିପୋର୍ଟ ମୁତାବକ ଗାଜ ସୀମାରେ ପ୍ରବେଶ କରିବା ପରେ ଇସ୍ରାଏଲ ସେନା ପକ୍ଷରୁ ଘନ ଘନ ମିସାଇଲ ମାଡ କରାଯାଉଛି । ଉତର ଗାଜା ସୀମାରେ ସେନା, ଆର୍ମର ଓ ଇଞ୍ଜିନିୟରିଂ ୟୁନିଟ ପ୍ରବେଶ…