Latest Odisha News

BREAKING NEWS

ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍, ଦମ୍ପତିଙ୍କ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଲିଭ-ଇନ୍ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଲିଭ୍-ଇନ୍ ରିଲେସନସିପ୍ ଉପରେ ମନ୍ତବ୍ୟ ଦେଇ ହାଇକୋର୍ଟ ଏହାକୁ ଟାଇମ ପାସ୍ କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ନିଶ୍ଚିତ ଭାବରେ ଲିଭ-ଇନ୍ ସମ୍ପର୍କକୁ ସ୍ୱୀକୃତି ଦେଇଛନ୍ତି, କିନ୍ତୁ…

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।…

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବିଜୟଧାରାକୁ ଫେରିଲା ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ସୋମବାର ୭ ୱିକେଟରେ ବିହାରକୁ ହରାଇ ଓଡିଶା ପୁନର୍ବାର ବିଜୟଧାରାକୁ ଫେରିଛି । ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ଦେବବ୍ରତ ପ୍ରଧାନଙ୍କ ଚମତ୍କାର ବୋଲିଂ ଯୋଗୁ ବିହାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୧୮ ରନ କରିବାକୁ ସକ୍ଷମ…

ଦିଲ୍ଲୀରେ ଗୁରୁବାରରୁ ‘ରେଡ ଲାଇଟ ଅନ, ଗାଡି ଅଫ’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଅହେତୁକ ଭାବେ ବୃଦ୍ଧି ପାଉଛି ପ୍ରଦୂଷଣର ମାତ୍ରା । ଯାହାକୁ ନେଇ ଅସ୍ତବ୍ୟସ୍ତ ରାଜଧାନୀ ବାସୀ । ଆଉ ଏହାର ମାତ୍ରା କମ କରିବା ନେଇ ସରାକରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ହେଲେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି ସିନା ହେଲେ କମିବାରେ ନାଁ ଧରୁନି । ସେନେଇ…

ବଙ୍ଗୋପସାଗରରେ ଭୟଙ୍କର ହେବାରେ ଲାଗିଛି ହାମୁନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ହାମୁନ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି କହିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ…

ଶେଷରେ ପାୱାର ପ୍ଲେରେ ଛକା ମାରିଲା ପାକିସ୍ତାନ

ଚେନ୍ନାଇ: ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ଟିମ ପାୱାର ପ୍ଲେରେ ଛକା ମାରି ନ ପାରି ଅପମାନିତ ହେଉଥିଲା । ଚଳିତ ବିଶ୍ୱକପରେ ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଦଳକୁ ଏହି ଅପବାଦରୁ ମୁକ୍ତ କରିଛନ୍ତି । ୨୦୨୩ରେ ପାକିସ୍ତାନ ଟିମ ପାୱାର ପ୍ଲେରେ ଛକା ମାରି…

ଭାରତରେ ପାକିସ୍ତାନୀ କଳାକାରଙ୍କୁ କରାଗଲା କି ସମ୍ପୂର୍ଣ୍ଣ ବ୍ୟାନ ?

ମୁମ୍ବାଇ: ଭାରତକୁ ଆସୁଥିବା ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଖାରଜ କରିଛନ୍ତି ବୋମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି, ଦେଶପ୍ରେମୀ ହେବା ପାଇଁ ପଡୋଶୀ ଦେଶ ପ୍ରତି ଶତ୍ରୁତା କରିବାର କୌଣସି ଆବଶ୍ୟକତା ନାହିଁ। ସାଂସ୍କୃତିକ ସମନ୍ୱୟ, ଏକତା ଏବଂ ଶାନ୍ତି ପ୍ରତିଷ୍ଠା…

ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍, ୧୫ ଆହତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା ଯାତ୍ରୀବାହୀ ବସ । ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଆହାତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, କେସିଙ୍ଗା ପୋଲିସ…

ଡିଜନୀ ନିଜର ବ୍ୟବସାୟକୁ ଭାରତର ରିଲାଏନ୍ସକୁ ବିକ୍ରି କରିବା ନେଇ ଚୁକ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଅନେକ ସମୟ ଧରି ଡିଜନୀ ଭାରତରେ ଏହାର ବ୍ୟବସାୟ ବିକ୍ରି କରିବା ବିଷୟରେ ଆଲୋଚନା କରି ଆସୁଛି। ଏକ ରିପୋର୍ଟ ଅନୁଯାୟୀ, ଡିଜନୀ ଭାରତରେ ଏହାର ବ୍ୟବସାୟକୁ ଏସିଆ ତଥା ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କ କମ୍ପାନୀ ରିଲାଏନ୍ସକୁ ବିକ୍ରି କରିବା ପାଇଁ ଚୁକ୍ତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି।…