ଏତେ ସହଜ ନ ଥିଲା ଅଫ ସ୍ପିନର ସର୍ଦ୍ଦାର ହେବା..
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ମହାନ ଅଫ ସ୍ପିନର ବିଶେନ ସିଂ ବେଦୀଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଧୁନିକ କ୍ରିକେଟ ମହାନ ସ୍ପିନର ଭାବେ ପରିଗଣିତ ଶେନ ୱାର୍ଣ୍ଣେ ମଧ୍ୟ ତାଙ୍କୁ ଆଦର୍ଶ ମନେ କରନ୍ତି । ତେବେ ଅଫ ସ୍ପିନର ସର୍ଦ୍ଦାର ଭାବେ ପରିଚିତ ବେଦୀ ଏତେ ସହଜରେ ବିଶ୍ୱ କ୍ରିକେଟରେ…