Latest Odisha News

BREAKING NEWS

କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କିଛି ସମୟ ପାଇଁ ସ୍ଥଗିତ ରହିଲା ଇସ୍ରୋର ଗଗନାୟାନ ପରୀକ୍ଷଣ । ବୈଷୟିକ କାରଣରୁ ଉତକ୍ଷେପଣର ୫ ସେକେଣ୍ଡ ପୂର୍ବରୁ ପରୀକ୍ଷଣକୁ କିଛି ସମୟ ପାଇଁ ସ୍ଥଗିତ ରଖିଲା ଇସ୍ରୋ । ପୂର୍ବରୁ ପାଣିପାଗ ଅନୁକୂଳ ନଥିବାରୁ ଉତକ୍ଷେପଣରେ ବିଳମ୍ବ ହୋଇଥିଲା । ଏବଂ ତା'ପରେ ବୈଷୟିକ କାରଣରୁ…

ଧରାବତରଣ କଲେ ମହାମାୟା, ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା

ଭୁବନେଶ୍ଵର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଗତକାଲି ଷଷ୍ଠୀରେ ସନ୍ଧ୍ୟାରେ ପୂଜା ମଣ୍ଡପ ପରିସରରେ ଥିବା ବେଲ ଗଛ ମୂଳେ…

କବିତା : ଆଗମନୀ

ସୁଜାତା ମିଶ୍ର ଦେବୀ ଆସିଲା ବେଳକୁ ଫେରି ଯାଇଥିଲା ମୌସୁମୀ, ଧଳା ମେଘର ଓଢଣୀ ତଳେ ମୁହଁ ଲୁଚାଇଥିଲା କୁଆଁରୀ ଜହ୍ନ, ବିଜୁଳି ଯାଉ ଥିଲା ଫେରି ପାଦ କଚାଡ଼ି .. । ପୁଳାଏ ଆଣ୍ଟକୁ ଗଣ୍ଠି କରି ଫେରୁ ଥିଲା ଘଡ଼ଘଡ଼ି.. ସବୁଜ ପଣତ ମେଲାଇ କାଚକେନ୍ଦୁ ପାଣିରେ । ମୁହଁ…

ଟ୍ରେନ ଧାରଣାରେ ଯାଉଥିଲେ ଦମ୍ପତି, ମାଡିଗଲା ଟ୍ରେନ

ଯାଜପୁର: ଦଶହରା ଛୁଟିରେ ଘରକୁ ଆସୁଥିଲେ ଦମ୍ପତି । କିନ୍ତୁ ରେଳଧାରଣାରେ ଜଗି ବସିଥିଲା ଯମ । ପୂର୍ବତଟ ରେଳବାଇ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ରେଳଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା । ରେଳ ଧକ୍କାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତି ହେଲେ କୋରେଇ ବ୍ଲକ…

ଦଶହରା ଛୁଟିରେ ଘରକୁ ଯିବେ ଲୋକେ, ରାଜ୍ୟରେ ପୁଣି ଗଡିଲା ଘରୋଇ ବସ୍

ଭୁବନେଶ୍ଵର: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ଦଶହରାରେ ଘରକୁ ଯିବେ ଘରଠାରୁ ଦୁରରେ ରହୁଥିବା ସମସ୍ତ ଲୋକେ । କାରଣ ରାଜ୍ୟରେ ଆଜିଠୁ ପୁଣି ଗଡିଲା ବସ୍ । ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ତେବେ ୩୧ ତାରିଖ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ । ୨୬ ତାରିଖ ପର୍ଯ୍ୟନ୍ତ ସରକାରଙ୍କ…

ଜନବିରୋଧୀ କାର୍ଯ୍ୟ ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ-ବିଜେପି

ଭୁବନେଶ୍ୱର: ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ରଙ୍କ ସଂପୃକ୍ତି ଅଛି ।  ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ଏକଥା ସ୍ପଷ୍ଟ ହୋଇଛି  । ତା ଛଡା ପିନାକୀ ମିଶ୍ର ଓ ପ୍ରଶ୍ନ ପଚାରିବା ପାଇଁ ଟଙ୍କା…

୨୭ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରିପଲ ମର୍ଡର ଘଟଣାରେ ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର:୨୭ ବର୍ଷ ପରେ ମିଳିଲା ନ୍ୟାୟ । ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅତିରିକ୍ତି ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । ଆଜକୁ ୨୭ ବର୍ଷ ତଳେ ହୋଇଥିବା ଘଟଣାର ସମସ୍ତ…

ପ୍ରଦୂଷଣ ରୋକିବାକ ପ୍ରୟାସ, ଚଳିତବର୍ଷ ବି ଦିଲ୍ଲୀରେ ଫୁଟିବନି ବାଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ଜାରି ରହିଛି ପ୍ରୟାସ । ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି…

ମାର୍ଶ, ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ: ଅଷ୍ଟ୍ରେଲିଆ ନିକଟରୁ ୬୨ ରନରେ ପରାସ୍ତ ହେଲା ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ…

୪୦ ସେକେଣ୍ଡରେ ରୋକିହେବ ଆତ୍ମହତ୍ୟା: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ବରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ଯେଉଁଥିପାଇଁ ପ୍ରତିବର୍ଷ କେବଳ ଆତ୍ମହତ୍ୟା ଯୋଗୁଁ ପ୍ରାୟ ୮ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଆତ୍ମହତ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏହା ମୃତ୍ୟୁର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଉଭା ହେଉଛି ।…