Latest Odisha News

BREAKING NEWS

ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି : ଆରବିଆଇ

ନୂଆଦିଲ୍ଲୀ: ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ…

ବସ ଧର୍ମଘଟ ସ୍ଥଗିତ, ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିବା ଧର୍ମଘଟ ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ ଆନ୍ଦୋଳନ ସ୍ଥଗିତ ରହିଛି। 31 ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସଂଘ…

ପାରା ଏସିଆନ ଗେମ୍ସ: ଭାରତୀୟ ଦଳର ଜଣେ ମହିଳା ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଆରମ୍ଭ ହେବାକୁ ଯାଉଥିବା ପାରା ଏସିଆନ ଗେମ୍ସରେ ଭାରତକୁ ଶୁକ୍ରବାର ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ମହିଳା ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଆବଶ୍ୟକୀୟ କରୋନା…

ଡେଙ୍ଗୁ ରୋଗୀଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଖାଦ୍ୟ, ନହଲେ କମିପାରେ ରକ୍ତକଣିକା

ନୂଆଦିଲ୍ଲୀ: ଚାରିଆଡେ ଏବେ ଡେଙ୍ଗୁ ଆତଙ୍କ । ଦେଶର ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ହରିୟାଣା ସମେତ ଅନେକ ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହି ଜ୍ବରରେ କେତେକଙ୍କ ଜୀବନ ମଧ୍ୟ ଗଲାଣି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ଦେଖାଦେଇଛି । ତେବେ ଡେଙ୍ଗୁ…

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର…

ବିଜେପିକୁ ଭୋଟ ଦେବା ପାଇଁ ମୋଦି ଲେଖିଲେ ଚିଠି, କଂଗ୍ରେସ କହିଲା ହାରିବା ଭୟ ଘାରିଛି !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମପିରେ ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହ ଚାଲିଥିବା ବେଳେ ଏବେ କଂଗ୍ରେସ ୨୩୦ ସିଟ ମଧ୍ୟରୁ ୨୨୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା…

ରାଜ୍ୟସ୍ତରୀୟ ଖୋ ଖୋ: ଉଦଘାଟନୀ ମୁକାବିଲାରେ ବାଲେଶ୍ୱର, ଭୁବନେଶ୍ୱର ବିଜୟୀ

ପୁରୀ: ସ୍ଥାନୀୟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୧୬ତମ ସବ ଜୁନିୟର ଓ ୧୨ ତମ ରାଜ୍ୟସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜୁନିୟର ବାଳକ ବିଭାଗର ଉଦଘାଟନୀ ମୁକାବିଲାରେ ଭୁବନେଶ୍ୱରକୁ ହରାଇ ବାଲେଶ୍ୱର ବିଜୟ ଅଭିଯାନ ଆରମ୍ଭ କରିଛି । ଅନ୍ୟ ମୁକାବିଲାରେ…

ଅଯୋଧ୍ୟାରୁ ବାହାରିଲା ‘ରାମ ଜ୍ୟାତି’, ରାଜସ୍ଥାନର ୫୧ ହଜାର ମନ୍ଦିରରେ ହେବ ପ୍ରଜ୍ବଳିତ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ 'ରାମ ଜ୍ୟାତି' ଦେଶର ପ୍ରତ୍ୟେକ ଘରେ ପହଞ୍ଚିବ। ଏନେଇ ଆଜି ଅଯୋଧ୍ୟାରୁ 'ରାମ ଜ୍ୟାତି' ରାଜସ୍ଥାନ ପାଇଁ ବାହାରିଛି । ଏହି ଜ୍ୟୋତିକୁ ରାଜସ୍ଥାନର ୫୧ ହଜାର ମନ୍ଦିରରେ ପ୍ରଜ୍ବଳିତ କରାଯିବା ସହ ଦେଶର ପ୍ରତ୍ୟେକ ଘରେ…

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର

ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ ସରକାର ଚୁପ । ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ହେବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ…