ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ: ଲୋକଙ୍କ ବିରୋଧ ସତ୍ତ୍ବେ ଜନଶୁଣାଣି ସଫଳ କହିଲା ପ୍ରଶାସନ
ରାୟଗଡା/ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ତାବିତ ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ବିବାଦୀୟ, ପରିବେଶ ପ୍ରଭାବ ଓ ବିସ୍ଥାପନକୁ ନେଇ ଚିନ୍ତା ଯୋଗୁଁ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ…