Latest Odisha News

BREAKING NEWS

National Panchayat Awards 2025: ୫ ଜାତୀୟ ପଞ୍ଚାୟତ ପୁରସ୍କାର ହାତେଇଲା ଓଡିଶା, ବଦଳୁଛି ରାଜ୍ୟର ଗାଁର ସ୍ଥିତି

ଭୁବନେଶ୍ବର: ଓଡିଶାର ତୃଣମୂଳ ଶାସନ ପାଇଁ ଗର୍ବର ମୁହୂର୍ତ୍ତ । ପାଞ୍ଚଟି ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଜିତିଛି ରାଜ୍ୟ । ଯାହା ଶନିବାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି। ସ୍ଥାୟୀ ବିକାଶର ପ୍ରମୁଖ ବିଷୟବସ୍ତୁରେ  ରାଜ୍ୟର ଚାରୋଟି ଗ୍ରାମ ପଞ୍ଚାୟତ…

Vijay Oath Ceremony: ରିଲ୍ ହିରୋରୁ ରିଅଲ ସରକାର: ଶେଷ ହେଲା ନମ୍ବର୍ ଗେମ୍, ଆଜିଠୁ ତାମିଲନାଡୁରେ ଆରମ୍ଭ ହେବ…

ଥିରୁଅନନ୍ତପୁରମ୍: ସବୁ ବାଧାବିଘ୍ନ ଅତିକ୍ରମ କରି ଆଜି ତାମିଲନାଡୁରେ ବିଜୟ ସରକାର ଶପଥ ଗ୍ରହଣ କରୁଛି। ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ଆଜି ସକାଳ ୧୦ଟାରେ ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତାମିଲନାଡୁର ୯ମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ…

Mahanadi Water Dispute: ‘ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି’

ଭୁବନେଶ୍ବର:ମହାନଦୀ ବିବାଦ ଆଉ ଜଟିଳ ନୁହେଁ। ମହାନଦୀ ବିବାଦକୁ ନେଇ ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। ଜଳ ବଣ୍ଟନ ପୂର୍ବରୁ ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ଆପୋଷ…

Dinanath Pathy Kala Samman: ଗଞ୍ଜପା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କୁ ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ

ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ଦିନନାଥ ପାଠୀ କଳା ସମ୍ମାନ ଓ ଚତୁର୍ଥ ଦିନନାଥ ପାଠୀ ସ୍ମାରକୀ ବକ୍ତୃତା ପ୍ରଦାନ ସଭା। ଏହି ଅବସରରେ ଶିଳ୍ପୀ ସାହିତ୍ୟିକ ଓ ବୁଦ୍ଧିଜୀବିଙ୍କଠାରୁ…

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା; ଓଡ଼ିଶା ୫ଟି ବର୍ଗରେ ପାଇବ ପୁରସ୍କାର

ଭୁବନେଶ୍ବର: ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ଦେଶର ୪୨ଟି ପଞ୍ଚାୟତକୁ ମନୋନୀତ କରାଯାଇଛି । ଆସନ୍ତା ଜୁନ୍‌ ୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ପୁରସ୍କାର ବିତରଣ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେନ୍ଦୁ ଅଧିକାରୀଙ୍କୁ ମଞ୍ଚ ଉପରେ କ’ଣ ଉପହାର ଦେଲେ? ଯାହା ଦେଖି ଖୁସି…

କୋଲକତା: ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗର ଭୂମି ଗେରୁଆ ରଙ୍ଗରେ ପରିଣତ ହୋଇଛି । ପଶ୍ଚିମବଙ୍ଗରେ ଦିଦିଙ୍କ ଶାସନ ଶେଷ ହୋଇଛି, ଏବଂ ଆଜି ଶୁଭେନ୍ଦୁଙ୍କ ଯୁଗ ଆରମ୍ଭ ହୋଇଛି । ଆଜି କୋଲକାତାର ଐତିହାସିକ ବ୍ରିଗେଡ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।…

ସମ୍ଭାବ୍ୟ ଆତଙ୍କୀ ଆକ୍ରମଣ ସୂଚନା ମିଳିବା ପରେ ହାଇ ଆଲର୍ଟରେ ଦିଲ୍ଲୀ, ଅନେକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା…

ନୂଆଦିଲ୍ଲୀ: ସମ୍ଭାବ୍ୟ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ଗୁଇନ୍ଦା ସୂଚନା ପରେ, ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସହରର ଅନେକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବୃଦ୍ଧି କରିଛନ୍ତି । ସୂତ୍ର ଅନୁଯାୟୀ ସମ୍ଭାବ୍ୟ…

ଗଭୀର ସମୁଦ୍ରରେ ଚାଲିଛି ତେଲ ଚୋରି ରାକେଟ୍…ମାଧ୍ୟମ ସାଜିଛି ମାଛଧରା ବୋଟ୍

ପାରାଦ୍ଵୀପ:ଚୋରା ତେଲ ବ୍ୟବସାୟର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏହି କାରବାରରେ ସାମିଲ ଅଛନ୍ତି ଆନ୍ଧ୍ରପ୍ରଦେଶର ମାଫିଆ ।ସୂଚନାଥାଉକି, ଗତକାଲି…

ଟିଏମସି ନେତାଙ୍କ ସହଯୋଗୀଙ୍କ ଘରୁ ୩ବନ୍ଧୁକ ସହ ୧୪୦ ରାଉଣ୍ଡ ଗୁଳି ଜବତ

କୋଲକତା: ଶନିବାର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ ନେତାଙ୍କ ସହଯୋଗୀଙ୍କ ଘରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ରିପୋର୍ଟ ଅନୁସାରେ, ବ୍ରହ୍ମପୁରର ସଇଦାବାଦ ଗିର୍ଜାପଡ଼ା ଅଞ୍ଚଳରେ ଚଢାଉ ସମୟରେ ପୋଲିସ…

Fast-Track Courts: ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍‌ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ

ଭୁବନେଶ୍ୱର: ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ବତନ୍ତ୍ର କୋର୍ଟ। ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟ, ଦେଶ ତଥା ବିଶ୍ୱ ଦୃଷ୍ଟିକୋଣରୁ ଅବଲୋକନ କଲେ ଜନସଂଖ୍ୟା ସହ…