Latest Odisha News

BREAKING NEWS

ଅନୁବାଦ କବିତା : ମୁଁ ପୁଣି ଆସିବି ଫେରି

ମୂଳ ବଙ୍ଗଳା : ଜୀବନାନନ୍ଦ ଦାଶ ମୁଁ ପୁଣି ଆସିବି ଫେରି ଧାନ ସିଢି ଚଢ଼ି ବଢ଼ି ମୋର ଏଇ ପ୍ରିୟ ଦେଶ ବଂଗ ପ୍ରଦେଶରେ ହୁଏତ ବା ଶଙ୍ଖଚିଲ ରୂପ ନେଇ ଅବା ସେଇ ଭୋର ବେଳା ରାବି ଭାବି ଉଡୁଥ‌ିବା କୁଆ ହୋଇ ନବାନ୍ନ ଉତ୍ସବ ପାଇଁ କାର୍ତ୍ତିକ ମାସରେ। କୁହୁଡି ସହିତ ଭାସି…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ’ ବକ୍ତୃତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ଓଡ଼ିଶା ଅର୍ଥନୀତି ସଙ୍ଘ ପକ୍ଷରୁ ପିଜି କାଉନସିଲରେ ‘ଭାରତୀୟ ଅର୍ଥନୀତି: ୨୦୪୭ ବିକାଶ ଲକ୍ଷ୍ୟ' ଶୀର୍ଷକରେ ଏକ ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦ…

ଅକ୍ଚୋବର ସୁଦ୍ଧା ଶେଷ ହେବ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା, ବୟକଟ କରିବେ ନିର୍ଦ୍ଦିଷ୍ଟ ନ୍ୟୁଜ ଆଙ୍କରଙ୍କ କାର୍ଯ୍ଯକ୍ରମ

ନୂଆଦିଲ୍ଲୀ: ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଉପରେ କୈଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ଦିଲ୍ଲୀ ବାସଭବନରେ ବସିଥିଲା। ହେଲେ ବୈଠକରେ ଆସନ ବୁଝାମଣା…

ସ୍ବତନ୍ତ୍ର ଅଧିବେଶନରେ ଆସିବ ୪ଟି ସରକାରୀ ବିଲ୍, ସରକାର ଘୋଷଣା କଲେ ଏଜେଣ୍ଡା

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ସଂସଦ ଅଧିବେଶନର ଏଜେଣ୍ଡାରେ ୪ ଟି ବିଲ୍ ଆସିବ।ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଇନ…

ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି, ଏନଏଚଆରସିରେ ପହଂଚିଲା ମାମଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଗୋ ଥିବା ଟି-ସାର୍ଟ ପିନ୍ଧି ମୟୂରଭଞ୍ଜର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଯେଉଁ ବିବାଦ ଦେଖାଦେଇଛି, ତାହା ଏବେ ଆଉ ପାଦେ ଆଗକୁ ଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ବାରିପଦାରେ ଏକ କାର୍ଯ୍ୟକ୍ରମରେ…

ପାହାଡରୁ ପଥର ଖସି ୨ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ

ବ୍ରହ୍ମପୁର: ବର୍ଷା ଜାରି ରହିଥିବା ବେଳେ ପାହାଡ଼ରୁ ପଥର ଧସି ଆସିବା ପରେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଉଭୟ ସମ୍ପର୍କୀୟ ଦୁଇ ଭାଇ ବୋଲି ସୂଚନା ରହିଛି। ସଦର ଥାନା ଅନ୍ତର୍ଗତ କାଳୁଆ ଛକ ଏକ ପଥର କ୍ଵରିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଦିଗପହଣ୍ଡି ଥାନା ବି…

ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବେଆଇନ କଫ ସିରପ୍ ରାକେଟର ପର୍ଦ୍ଦାଫାସ କରି ବୁଧବାର ପୁଲିସ ୨୦୫ଟି କଫ ସିରପ୍ ବୋତଲ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ନିଶା ବେପାରୀକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୁବନେଶ୍ୱର ରବି ଟକିଜ ନିବାସୀ ଅକ୍ଷୟ କୁମାର ବେହେରା ବୋଲି ଜଣାପଡ଼ିଛି। ଅବକାରୀ…

ଛାତ୍ର ସଂସଦ ନିର୍ବାଚନ ଦାବି, ଆଜି ରାଜରାସ୍ତାକୁ ଓହ୍ଲାଇବ ଏବିଭିପି

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସାଧାରଣ ନିର୍ବାଚନ ଆଯୋଜନ ହେବନି। ଏହାକୁ ବିରୋଧ କରି ବିରୋଧୀ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ବୁଧବାର ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏହାପରେ ଆଜି…

ବାଚସ୍ପତି ନିର୍ବାଚନରେ ଭାଗ ନେବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ସେପ୍ଟେମ୍ବର ୨୧ ତାରିଖରେ ହେବାକୁ ଥିବା ରାଜ୍ୟ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନରେ ଦଳର ବିଧାୟକ ଭାଗ ନେବେ ନାହିଁ। ପ୍ରଦେଶ କଂଗ୍ରେସ ପକ୍ଷରୁ ବୁଧବାର ଦିନ ଏହା କୁହାଯାଇଛି। ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ ଏବଂ ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର…

ରୋଷେଇ କରୁଥିବା ବେଳେ କାନ୍ଥ ଭୁଶୁଡି ମହିଳାଙ୍କ ମୃତ୍ଯୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାରେ ଘର ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ କଚ୍ଚା ଘର ଭୁଶୁଡ଼ି ପଡ଼ିଥିଲା। ମୃତକ…