ଫୁକୁଶିମାର ମାଛ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ
ଟୋକିଓ: ଜାପାନ ଫୁକୁଶିମାର ନ୍ୟୁକ୍ଲିୟର ପାୱାର ପ୍ଲାଂଟର ୧୨ ବର୍ଷ ଧରି ଜମି ରହିଥିବା ରେଡିଓ ଆକ୍ଟିଭ ପାଣି ଏବେ ଧିରେ ଧିରେ ପ୍ରଶାନ୍ତ ମହାସାଗରକୁ ଛଡା ଯାଉଛି । ଏହା ପରେ ଏହି ଅଂଚଳର ସି ଫୁଡ ନେବା ଉପରେ ଚୀନ, ହଂକଂ ସମେତ ଅନେକ ଦେଶ କଟକଣା ଲଗାଇଛନ୍ତି । ଏହାର ଜବାବ ଦେବାକୁ ଯାଇ ଜାପାନ…