Latest Odisha News

BREAKING NEWS

ସଚିବଙ୍କ ପାଇଁ ମାଳ ମାଳ ସୁରକ୍ଷା ବ୍ୟବସ୍ଥା, ଜନ ପ୍ରତିନିଧି ସୁରକ୍ଷା ମାଗିଲେ ବି ମିଳୁନି: ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଜଣେ ଜନ ପ୍ରତିିନିଧିଙ୍କ ସୁରକ୍ଷା ପାଇଁ କୌଣସି ସୁରକ୍ଷା ଅଧିକାରୀ ନିୟୋଜିତ ଥିବା ବେଳେ ଜଣେ ସଚିବଙ୍କ ପାଇଁ ୪ ହଜାର ପୋଲିସ ଜଗିବା କେତେଦୂର ଠିକ। ଆଜି ପ୍ରେସମିଟ୍ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ଇସ୍ରୋ ଆଇଏସଟ୍ରାକ୍ ପରିଦର୍ଶନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ତାରିଖ ସକାଳ ପ୍ରାୟ ୭:୧୫ ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟ୍ରାକ୍) ପରିଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତରୁ ଫେରିବା ପରେ ସେ ତୁରନ୍ତ ବେଙ୍ଗାଲୁରୁରେ ପହଞ୍ଚିବେ।…

ଅନୁଗୋଳ ବାଜି ରାଉତ ଛାତ୍ରାବାସର ଉନ୍ନତିକରଣ ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା, କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି।…

ଏସିଆନ ଗେମ୍ସରେ ଏଥର ଅଂଶଗ୍ରହଣ କରିବେ ୬୩୪ ଜଣିଆ ଭାରତୀୟ ଟିମ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ୬୩୪ଜଣିଆ ଟିମ ଏଥର ଅଂଶଗ୍ରହଣ କରିବେ । ଶୁକ୍ରବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ୮୫୦ ଆଥଲେଟଙ୍କ ନାମ ସୁପାରିଶ କରିଥିଲା…

ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା…

ଏସୀୟ ମହିଳା ହକି ବିଶ୍ୱକପ ୫ କ୍ୱାଲିଫାୟର: ମାଲେସିଆକୁ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଏସୀୟ ମହିଳା ହକି ବିଶ୍ୱକପ୫ କ୍ୱାଲିଫାୟରରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭-୨ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ହକି ୫ରେ ପ୍ରତ୍ୟେକ ଟିମ ପକ୍ଷରୁ ୫ଜଣ ଲେଖାଁଏ ଖେଳାଳି ଖେଳିଥାନ୍ତି । ଏହାର ପଡିଆ ନିୟମିତ ଫିଲ୍ଡ ହକି…

ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଚିନ୍ନାମେଦାପାଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଆନ୍ଧ୍ରପ୍ରଦେଶରେ ସ୍ଥାପନା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର…

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ଏଥେନ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୫ ଅଗଷ୍ଟ ୨୦୨୩) ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଛନ୍ତି। ଦୁଇ ନେତା ବ୍ୟକ୍ତିଗତ ଓ ପ୍ରତିନିଧିସ୍ତରୀୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଜୀବନ ଓ…

କାନ୍ତାରା ୨ ଫିଲ୍ମର ବଜେଟ ୭ଗୁଣ ବଢ଼ିଲା

ମୁମ୍ବାଇ: କାନ୍ତାରା ଫିଲ୍ମର ଅଦ୍ଭୁତପୂର୍ବ ସଫଳତାରେ ପରେ ଏହାର ମେକର୍ସ ଏବେ ପ୍ରିକ୍ୱେଲ ଉପରେ କାମ କରୁଛନ୍ତି । କାନ୍ତାରା ତୁଳନାରେ କାନ୍ତାରା ୨ର ବଜେଟକୁ ୭ଗୁଣା ବଢ଼ାଯାଇଛି । ଏହା ଦ୍ୱାରା ଫିଲ୍ମ ଆହୁରି ଦର୍ଶକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ମେକର୍ସ ଆଶା ବ୍ୟକ୍ତ କରିଛନ୍ତି । ପ୍ରଥମ…