Latest Odisha News

BREAKING NEWS

କାନ୍ତାରା ୨ ଫିଲ୍ମର ବଜେଟ ୭ଗୁଣ ବଢ଼ିଲା

ମୁମ୍ବାଇ: କାନ୍ତାରା ଫିଲ୍ମର ଅଦ୍ଭୁତପୂର୍ବ ସଫଳତାରେ ପରେ ଏହାର ମେକର୍ସ ଏବେ ପ୍ରିକ୍ୱେଲ ଉପରେ କାମ କରୁଛନ୍ତି । କାନ୍ତାରା ତୁଳନାରେ କାନ୍ତାରା ୨ର ବଜେଟକୁ ୭ଗୁଣା ବଢ଼ାଯାଇଛି । ଏହା ଦ୍ୱାରା ଫିଲ୍ମ ଆହୁରି ଦର୍ଶକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ମେକର୍ସ ଆଶା ବ୍ୟକ୍ତ କରିଛନ୍ତି । ପ୍ରଥମ…

ଆସାମରେ ଗଠନ ହେବ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗୌହାଟି: ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ରାଜ୍ୟରେ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା ଗଠନ ହେବା ନେଇ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଯୁବରାଜ

ଚଣ୍ଡୀଗଡ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର ଯୁବରାଜଙ୍କ ପତ୍ନୀ ହାଜେଲ କୀଚ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯୁବରାଜ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି ।…

ନୂଆଦିଲ୍ଲୀ ଜି-୨୦ ବୈଠକରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି

ମସ୍କୋ: ଶୁକ୍ରବାର କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୌଣସି ଯୋଜନା ନାହିଁ। ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)…

‘ବିନା ଅନୁମୋଦନରେ ଗେଟ୍ ଫାଟକରେ କାମ ହୋଇଥିବାରୁ ବାହାନଗାରେ ଦୁର୍ଘଟଣା ଘଟିଛି’

ଭୁବନେଶ୍ୱର: ଜୁନ୍ ମାସରେ ବାଲେଶ୍ୱର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କ ଜୀବନ ଯିବା ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି। ଯେଉଁ ଷ୍ଟେସନରେ ଦୁର୍ଘଟଣା ଘଟିଛି ସେହି ଷ୍ଟେସନ ନିକଟରେ ଥିବା ଏକ ଲେଭଲ କ୍ରସିଂରେ ଅପ୍ରତ୍ୟାଶିତ ଭାବେ ମରାମତି କାମ କରାଯାଇଥିଲା ବୋଲି…

ମନ୍ତ୍ରୀଙ୍କୁ ଫେଲ ହେବା ଡର ! କହିଲେ ମୋତେ ପାସ କରେଇଦିଅ

ଭୁବନେଶ୍ୱର: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀଵ୍ର ହେବାରେ ଲାଗିଛି। ସେପଟେ ନିର୍ବାଚନରେ ପ୍ରମୁଖ ନେତାମାନେ କିଭଳି ନିର୍ବାଚନ ଜିତିବେ ସେ ନେଇ…

ରାହୁଲଙ୍କ ଗ୍ୟାରେଣ୍ଟି, ‘ବିଜେପିକୁ ହରାଇଦେଵ କଂଗ୍ରେସ’

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ପ୍ରକାର ସର୍ଭେ ପଦାକୁ ଆସୁଛି। ଏନଡିଏ ନା ଇଣ୍ଡିଆ କିଏ ଜିତିବ ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ବାହାରକୁ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୨୪…

ନୌସେନାର ବଢ଼ିବ ଶକ୍ତି, ୫ଟି ଫ୍ଲିଟ୍ ସପୋର୍ଟ ଜାହାଜ ପାଇଁ ଏଚଏସଏଲ୍ ସହ ୧୯ ହଜାର କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ପ୍ରୋତ୍ସାହନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି (ଅଗଷ୍ଟ ୨୫, ୨୦୨୩) ଭାରତୀୟ ନୌସେନା ପାଇଁ ପାଞ୍ଚଟି ଫ୍ଲିଟ୍ ସପୋର୍ଟ ଜାହାଜ (FSS) ଅଧିଗ୍ରହଣ ପାଇଁ ବିଶାଖାପାଟନମ୍ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡ୍ (HSL) ସହିତ ୧୯,୦୦୦…

୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ, କୋଲକାତାକୁ ହେଉଥିଲା ଚାଲାଣ

ଯାଜପୁର: ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ କାରବାର। ଯାଜପୁରରୁ କୋଲକାତା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୫୦ କେଜିର ଗଞ୍ଜେଇ ଜବତ ସହ ଜଣେ ଗିରଫ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବା ବୋଲି କୁହାଯାଉଛି। ସୂଚନା ଅନୁସାରେ କୁଆଖିଆ ଛକରୁ…

ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇଲା ଆଇଡିଏଫସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଘରୋଇ ମ୍ୟାଚ ପାଇଁ ଟାଇଟଲ ରାଇଟ୍ସ ହାତେଇବାରେ ଆଇଡିଏଫସି ସଫଳ ହୋଇଛି । ଏହି ଚୁକ୍ତି ପରେ ବିସିସିଆଇକୁ ପ୍ରତ୍ୟେକ ମ୍ୟାଚ ପାଇଁ ଆଇଡିଏଫସି ପକ୍ଷରୁ ୪.୨ କୋଟି ଟଙ୍କା ପ୍ରଦାନ କରାଯିବ । ଏହା ପୂର୍ବରୁ ଟାଇଟଲ ରାଇଟ୍ସ ମାଷ୍ଟରକାର୍ଡ ପାଖରେ ଥିଲା । ଏବେ…