Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୯ ଯବାନ ଶହୀଦ

ଲଦାଖ: ଲଦାଖରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଭାରତର ୯ଜଣ ଯବାନ ଶହୀଦ ହୋଇଥିବା ଖବର ହସ୍ତଗତ ହୋଇଛି । ସୈନିକମାନେ ଗାଡିରେ ଲେହରୁ କ୍ୟାରୀ ଆଡକୁ ଯାଉଥିଲେ । ସେନାକୁ ନେଇ ଯାଉଥିବା ଗାଡଟି ଭାରସମ୍ୟ ହରାଇ ପାହଡ ତଳକୁ ଖସି ପଡିଥିଲା । ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ…

ଦିନିକିଆ ବିଶ୍ୱକପ କ୍ରିକେଟ: ଉନ୍ମୋଚିତ ହେଲା ମାସ୍କଟ

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ୫ ଅକ୍ଟୋବର ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶନିବାର ଏହାର ମାସ୍କଟ ଉନ୍ମୋଚନ କରାଯାଇଛି । ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ୟଶ ଢ଼ୁଲ ଏବଂ ଶେଫାଳୀ ବର୍ମା ମିଳିତ ଭାବେ ଏହାକୁ ଉନ୍ମୋଚନ କରିଥିଲେ । ଏହା…

ଫିଫା ମହିଳା ବିଶ୍ୱକପ : ସ୍ୱୀଡେନକୁ ବ୍ରୋଞ୍ଜ

ମେଲବୋର୍ଣ୍ଣ: ଚଳିତ ମହିଳା ବିଶ୍ୱକପ ଫୁଟବଲ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଶନିବାର ସ୍ୱୀଡେନ ବ୍ରୋଞ୍ଜ ପଦକ ହାସଲ କରିଛି । ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ୱୀଡେନ ୨-୦ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଫ୍ରେଡଲିନା ରୋଲଫଙ୍କ ଗୋଲ…

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର…

ଲଦାଖରେ ମ୍ୟାଚ ଦେଖିଲେ, ବାଇକ ଚଳାଇଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଲେହ ଠାରେ ଯୁବ ବର୍ଗଙ୍କ ସହ ଆଲୋଚନା ବେଳେ ଭାରତ ସ୍ୱାଧୀନତାର ମୂଳଦୁଆ ସମ୍ବିଧାନ ବୋଲି ରାହୁଲ କହିଛନ୍ତି। ସାମ୍ବିଧାନିକ ଵ୍ୟଵସ୍ଥା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ…

ବିଳମ୍ବିତ ରାତିରେ ସିରିଜ ଡକାୟତି; ଜଣେ ମୃତ, ୨ ଆହତ

ନୂଆଦିଲ୍ଲୀ:ଉତ୍ତର ଦିଲ୍ଲୀର ୱେଲକମ ଏରିଆରେ ଶନିବାର ରାତିରେ ସିରିଜ ଡକାୟତିକାଣ୍ଡ ଘଟିଯାଇଛି  । ଦୁର୍ବୃତ୍ତଙ୍କ ଛୁରାମାଡରେ ଜଣେ ୩୨ ବର୍ଷ ଯୁବକଙ୍କର ମୃତ୍ୟୁ ଘଟିଛି । ୨ ଜଣ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ସାଢେ ୧୧ଟାରୁ ଗୋଟେ ମଧ୍ୟରେ ଏହି…

ଲେହରେ ପରୀକ୍ଷାମୂଳକ ଭାବେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍

ଲେହ: ଲେହରେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍। ନୂଆ ଟେକନିକରେ ସୁସଜ୍ଜିତ ଏହି ବସ ଲେହରେ ତାର ପ୍ରଥମ ଯାତ୍ରା ଆରମ୍ଭ କରିଛି । ଦେଶର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନଟିପିସି  ପକ୍ଷରୁ କୁହାଯାଇଛି, ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଭିତ୍ତିକ ବିଦ୍ୟୁତ  ଚାଳିତ ଯାନ ସାଧାରଣ ଲୋକଙ୍କ…

୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାରେ ସେ ଜୋହନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ଆଫ୍ରିକାର ରାଷ୍ଟ୍ରପତି ମଟାମେଲା ସାଇରିଲ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…

ଜୟଦେବ ଭବନରେ ଦ୍ୱତୀୟ ଥର ପାଇଁ ଆୟୋଜିତ ହେଲା ‘ବିଶ୍ବ ଫଟୋଗ୍ରାଫି ଦିବସ’

ଭୁବନେଶ୍ଵର: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା…