Latest Odisha News

BREAKING NEWS

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ…

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ…

ରାଜ୍ୟ ଗ୍ରନ୍ଥାଗାରରେ ପାଠକମାନଙ୍କୁ ମାର୍ଗଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଦ୍ୟାର୍ଥୀମାନେ ସମ୍ମୁଖିନ ହେଉଥିବା ସମସ୍ୟା ଓ ସେମାନେ ପରୀକ୍ଷା ପ୍ରଶ୍ନପତ୍ରର ଉତ୍ତର ପ୍ରଦାନ କଲାବେଳେ କରୁଥିବା ତ୍ରୁଟିର ଅବତାରଣା କରି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରି ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତା…

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡ଼ିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର…

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର…

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ…

ମଧୁବାବୁ ଯୋଜନାରେ ଯୋଡି ହେଲେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ବର : ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର । ମଧୁବାବୁ ଯୋଜନାରେ ଯୋଡି ହୋଇଛନ୍ତି ଆଉ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ । ବିଶେଷ କରି ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏହି ଭତ୍ତା ମିଳିବ । ଅଗଷ୍ଟ ୧୫ ତାରିଖରେ ଏଥିରେ ସାମିଲ ଥିବା ନୂଆ…

୧୩୭ ଦିନ ପରେ ସଂସଦକୁ ଫେରିଲେ ରାହୁଲ, ପାଛୋଟି ନେଲେ ‘ଇଣ୍ଡିଆ’ ସଦସ୍ୟ

ନୂଆଦିଲ୍ଲୀ:ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧୀ ୧୩୭ ଦିନ ପରେ ଆଜି ସଂସଦକୁ ଫେରିଛନ୍ତି । ରାହୁଲ ଆଜି ସଂସଦକୁ ଫେରିବା ସମୟରେ ବିରୋଧୀଙ୍କ ନୂଆ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ତାଙ୍କୁ ପାଛୋଟି ନେଇଥିଲେ । ସାଂସଦମାନେ ରାହୁଲଙ୍କ ସପକ୍ଷରେ ନାରାବାଜି ବି କରିଥିଲେ । ସଂସଦକୁ ଆସିବା…

ଲୋକସଭା ନିର୍ବାଚନ: ଗୁଜୁରାଟରେ ହେବ ଆପ୍-କଂଗ୍ରେସର ମେଣ୍ଟ, ଆପ୍ ନେତାଙ୍କ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ଛୋଟ-ବଡ଼ ଦଳ ସହ ମେଣ୍ଟ କରୁଛନ୍ତି। ଗୁଜୁରାଟରେ ମଧ୍ୟ ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତା ଇସୁଦାନ ଗଢଭୀ କହିଛନ୍ତି…

ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ, ଜାଣନ୍ତୁ ଘରୋଇ ଉପାୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି ବଢ଼ିଯାଏ । ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ।…

ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଲା ପୋଲିସ; ବଡ ଧରଣର କାଣ୍ଡ ପାଇଁ କରୁଥିଲେ ଯୋଜନା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ଜଣଙ୍କୁ ଗିରଫ କରାଯାଇଛି ।…