Latest Odisha News

BREAKING NEWS

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ ସପ୍ତାହକୁ ଥରେ…

୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ । ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦…

Simran Bala To Lead All-Male CRPF: କିଏ ଏହି ସିମରନ୍ ବାଲା? ଗଣତନ୍ତ୍ର ଦିବସରେ ସମ୍ପୂର୍ଣ୍ଣ ପୁରୁଷ CRPF ଦଳର…

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ ଦଳର କମାଣ୍ଡୋ ଧରିବେ ମହିଳା। ଜମ୍ମୁ ଏବଂ କାଶ୍ମୀରର ରାଜୌରୀ ଜିଲ୍ଲାର ୨୬ ବର୍ଷୀୟା ସିମରନ ବାଲା ଏହି ଗଣତନ୍ତ୍ର ଦିବସରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ ବାଲା ଦିଲ୍ଲୀରେ ଡ୍ୟୁଟିରେ ଥିବା ସମ୍ପୂର୍ଣ୍ଣ…

Odisha Vigilance: ୧୦,୦୦୦ ଲାଞ୍ଚ ନେଇ ଗିରଫ ହେଲେ ଆରଆଇ…

ଭୁବନେଶ୍ୱର: କଟକ ସଦର ତହସିଲ ଅନ୍ତର୍ଗତ କଖଡି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଜାନକୀ ରଞ୍ଜନ ମଲ୍ଲିକଙ୍କୁ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏକ ମ୍ୟୁଟେସନ୍…

Live-In Relationships: ଲିଭ୍‌-ଇନ୍‌ରେ ରହୁଥିବା ମହିଳାଙ୍କୁ ମିଳିବ ପତ୍ନୀର ମାନ୍ୟତା!

ଚେନ୍ନାଇ: ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କହିଛନ୍ତି ଯେ, ଲିଭ୍‌-ଇନ୍‌ ସଂପର୍କରେ ରହୁଥିବା ମହିଳାଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପତ୍ନୀର…

Subhadra Yojana: ୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ସୁଭଦ୍ରା ଯୋଜନା ଅଧୀନରେ ୪,୫୭,୬୮୧ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ଚାଲିଛି କି ବଡ଼ ଯୋଜନା? ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକାଠି ହେଲେ ଆପ୍-କଂଗ୍ରେସ

ଅମୃତସର : ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଚଣ୍ଡିଗଡ଼ ନିର୍ବାଚନ। ମେୟର, ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପାଇଁ ନିର୍ବାଚନ ହେବ। ତେବେ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପିକୁ ମାତ ଦେବାକୁ ଆପ୍-କଂଗ୍ରେସ ମେଣ୍ଟ କରିବାକୁ ଯୋଜନା…

କିସରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: କିସରେ ଆଜି ସର୍ବଭାରତୀୟ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି। ସାମଗ୍ରିକ ଜାତୀୟ ବିକାଶରେ ପ୍ରୌଢ଼ ଶିକ୍ଷାର ଭୂମିକା ଉପରେ ଆଲୋଚନା ନିମନ୍ତେ ଏହି ସମ୍ମିଳନୀରେ ଶିକ୍ଷାବିତ୍‍, ନୀତି ନିର୍ଦ୍ଧାରକ ଏବଂ ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିରେ ଯୋଗ…

Bangladesh Army Islamic institute: ପାକିସ୍ତାନ ରାସ୍ତାରେ ବାଂଲାଦେଶ, ସେନାଙ୍କୁ ପଢ଼ାଉଛି କଟ୍ଟରପନ୍ଥୀ ପାଠ!

ନୂଆଦିଲ୍ଲୀ: ପାକିସ୍ତାନର ପଥ ଅନୁସରଣ କରୁଛି ବାଂଲାଦେଶ ସୈନିକମାନଙ୍କୁ କରୁଛି ମୌଳବାଦୀ ପଡ଼ିଲା ଇସଲାମିକ୍ ପ୍ରତିଷ୍ଠାନର ମୂଳଦୁଆ ପାକିସ୍ତାନ ପରି, ବାଂଲାଦେଶ ସେନାରେ ଧର୍ମକୁ ପ୍ରବେଶ କରାଯାଇଛି। ଏହି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ୟୁନିଟ୍ ସୃଷ୍ଟି କରାଯାଇଛି। ଜାନୁଆରୀ ୨୦ ରେ…

ହକି ଇଣ୍ଡିଆ ଲିଗ: ଓଡିଶା ଖେଳାଳିଙ୍କ ବଢ଼ୁଛି ପ୍ରାଧାନ୍ୟ, ୬ରୁ ଏବେ ୧୬

ଭୁବନେଶ୍ୱର: ଓଡିଶାର ହକି ଖେଳାଳିଙ୍କ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ହକି ଇଣ୍ଡିଆ ଲିଗର ସଦ୍ୟ ସଂସ୍କରଣ । ୨୦୧୩ରେ ଏହି ଲିଗ ଆରମ୍ଭ ହୋଇଥିଲା । ସେତେବେଳେ ୬ଜଣ ଓଡିଶା ଖେଳାଳି ଏଥିରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ସେମାନେ ହେଲେ ଅମିତ…