Latest Odisha News

BREAKING NEWS

ରାଜଧାନୀରେ ଜାରି ରହିଛି ଫୁଟ୍ ପାଟ୍ରୋଲିଂ, ରାସ୍ତାରେ ବ୍ଲକିଂ ଚେକିଂକୁ କଡ଼ାକଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ଜୋରଦାର ନାଇଟ୍ ପାଟ୍ରୋଲିଂ। ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ରବିବାର ରାତିରେ ଭୁବନେଶ୍ୱରର ବିଭିନ୍ନ ବଜାର ଅଞ୍ଚଳରେ ଚେକିଂ ବ୍ଲକିଂ ହୋଇଛି। ଚାରି ଚକିଆ ଯାନ, ଦୁଇ ଚକିଆ ଯାନ, ହୋଟେଲ ଚେକିଂ, ଅପରାଧୀ ଏବଂ…

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ: ୫ ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ…

ସ୍ଵାସ୍ଥ୍ୟ ପାଇଁ ହିତକାରୀ ଏହି ପତ୍ର: ଜାଣନ୍ତୁ ଏହାର ନାମ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସବୁଜିମା ଆମ ପରିବେଶ ନିମନ୍ତେ ଭଲ ହେବା ସହ ମନୁଷ୍ୟ ଶରୀର ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଭାରତୀୟ ଜଳବାୟୁରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛଗୁଡ଼ିକ ଶୀଘ୍ର କାୟା ବିସ୍ତାର କରିଥାନ୍ତି। ତେବେ ଏପରି କିଛି ଗଛ ଅଛି ଯାହା ଆମ ଶରୀରରେ ଥିବା ଅନେକ ରୋଗର ନିରାକରଣ…

ସେକ୍ସ ରାକେଟ ଅଭିଯୋଗରେ ହୋଟେଲରେ ପୋଲିସର ଚଢ଼ାଉ, ୧୪ ଗିରଫ

ଝାରସୁଗୁଡ଼ା: ସେକ୍ସ ରାକେଟ ଅଭିଯୋଗରେ ପଞ୍ଚପଡ଼ା ନିକଟ ଏକ ହୋଟେଲରେ ପୋଲିସର ରାତି ଅଧିଆ ଚଢ଼ାଉ। ଏହି ଘଟଣାରେ ହୋଟେଲରୁ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚପଡ଼ା ନିକଟ ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ପୋଲିସ ସୂଚନା ପାଇଁ ରାତି ଅଧିଆ…

ପୋଖରୀକୁ ଖସିଗଲା ବସ୍: ୧୭ ଯାତ୍ରୀ ମୃତ, ୩୫ ଆହତ

ଢ଼ାକା: ଦକ୍ଷିଣ-ପଶ୍ଚିମ ବାଙ୍ଗଲାଦେଶର ଝାଲାକାଠି ଛତ୍ରକୋଣ୍ଡା ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ପୋଖରୀକୁ ଖସିଗଲା ବସ୍। ଦୁର୍ଘଟଣାରେ ୩ ଶିଶୁ ସମେତ ୧୭ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ଜରି ବସ୍ତା ଭିତରୁ ନବଜାତ ଶିଶୁ ଉଦ୍ଧାର

ମାଲକାନଗିରି: ଶନିବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ତଳସାହିରେ ଏକ ପରିବାର ଶନିବାର ଅପରାହ୍ନରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। କାନ୍ଦ ପାଖ ଘରୁ ଆସୁଛି ବୋଲି ଧରିନେଇ ପ୍ରଥମେ ସେମାନେ ଏହାକୁ ଅଣଦେଖା…

ଜଣେ କି ଦୁଇ ଜଣ ନୁହେଁ, ପୂରା ଗାଁର ଅଧିକାଂଶ ଲୋକଙ୍କୁ ଠକି ଦେଇଛନ୍ତି ସାଇବର ଠକ

ବ୍ରହ୍ମପୁର: ଜଣେ କି ଦୁଇ ଜଣ ନୁହେଁ ପୁରା ଗୋଟିଏ ଗାଁକୁ ଠକି ଦେଇଛନ୍ତି ସାଇବର ଠକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମରେ ଏକ ମୋବାଇଲ ଆପ୍ ଜରିଆରେ ଶହ ଶହ ନିଯୁକ୍ତିର ଆଶା ଦେଖାଇ ବେକାର ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି…

ନିଶା କାରବାର ଉପରେ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କଠୁ ମାଡ଼ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଚଢାଉ କରିବାକୁ ଯାଇ ମାଡ ଖାଇଛନ୍ତି ଅବକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଘୋଡାହଡା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଆକ୍ରମଣ କରିବାରୁ ଅବକାରୀ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଳ ଗୁରୁତର ଆହତ…

ଆଶେସ ସିିରିଜ: ବର୍ଷା ଯୋଗୁ ଚିନ୍ତାରେ ଇଂଲଣ୍ଡ

ମାଂଚେଷ୍ଟର: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ସେମାନଙ୍କୁ ହଇରାଣ କରୁଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୭ ରନ କରିଥିବା ବେଳେ ଜ୍ୟାକ କ୍ରାଉଲେଙ୍କ ୧୮୯ ଓ ଜନୀ ବେୟାରଷ୍ଟୋଙ୍କ ଅପରାଜିତ ୯୯ ରନ ବଳରେ ଇଂଲଣ୍ଡ ୫୯୨ ରନ କରିଥିଲା…

ମହିଳା କ୍ରିକେଟ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରାଗିଗଲେ ହରମନପ୍ରୀତ

ଢ଼ାକା: ଏଠାରେ ଶନିବାର ଭାରତ ଓ ବାଂଲାଦେଶ ମହିଳା କ୍ରିକେଟ ଟିମ ମଧ୍ୟରେ ତୃତୀୟ ଦିିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ବିନିମୟରେ ୨୨୫ ରନ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲଆଉଟ…