Latest Odisha News

BREAKING NEWS

ଗୀତା କହିବାକୁ ନେଇ ବିବାଦ ଘେରରେ ଫିଲ୍ମ ‘ଓପେନହାଇମର’: ଦର୍ଶକ କହିଲେ-‘ଏହା ହିନ୍ଦୁ ଧର୍ମର ଅସମ୍ମାନ’

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ହଲିଉଡ଼ ଚଳଚ୍ଚିତ୍ର ଓପେନହାଇମର । ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ ‘ଓପେନହାଇମର’ ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ…

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଡୋର ଟୁ ଡୋର ସର୍ଭେ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧିତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ। ଜୁଲାଇ ୨୨ ତାରିଖଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ସମସ୍ତ ୩୦ଟି…

ଅଭୁଲା ଗୀତ : ଭୁଲନା ଭୁଲନା ସଖୀ ଆରେ

ସଙ୍ଗୀତ : ଭୁବନ କିଶନ ଗାୟନ : କମଳା ଦେବୀ ଗୀତ : ମନୋଜ ଦାସ ଚଳଚ୍ଚିତ୍ର : ଭାଇଭାଇ, ୧୯୫୬ ଭୁଲନା ଭୁଲନା ସଖୀ ଆରେ ରାଖୀ ଦେଲି ତୋ ବାହୁ ’ପରେ ତୋ ବାହୁ ପରେ ଝଞ୍ଜା କେତେ ମତ୍ତ ବାଆ ଆସୁ ଯେତେ ବହିରେ ଘୂର୍ଣ୍ଣି ଜଳେ ନୌକା ତୋର ଚାଲୁ ସବୁ ସହିରେ ଜୀବନ ପଥେ ପଥେ…

ମଣିପୁରରେ ହିଂସା ପଛର ମୁଖ୍ୟ କାରଣ ନିଶା ଓ ବେକାରୀ ସମସ୍ୟା: ଆଇରନ୍ ଲେଡି

ମଣିପୁର: ଅଶାନ୍ତ ମଣିପୁରରେ ଦୀର୍ଘ ଦିନ ଧରି ହିଂସା ନିଆଁରେ ଜଳୁଛି। ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସ୍ଥାନେ ସ୍ଥାନେ ଅଗ୍ନିକାଣ୍ଡ ଘଟାଇଛନ୍ତି ଉଗ୍ରବାଦୀ। ବର୍ତ୍ତମାନ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ…

ଆଜି ଜାତୀୟ ପ୍ରସାରଣ ଦିବସ: ଜାଣନ୍ତୁ କଣ ଅଛି ଏବର୍ଷର ଥିମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି।…

ଶିଶୁ କବିତା : ଆ ରେ ବରଷା ଆ

ତରୁଣ କୁମାର ମିଶ୍ର ଆ'ରେ ବରଷା ଆ , ଆ'ରେ ବରଷା ଆ , ନିଦାଘ ଦେଇଛି ତତାଇ ଶରୀର ତୁ ଶୀତଳାଇ ଯାଆ , ଝାଞ୍ଜିର ବେଦନା ଯାହା ଅଛି ମନେ ତାକୁ ଧୋଇଦେଇ ଯାଆ । ଆ'ରେ ବରଷା ଆ । (୦) ଶିରାବଣ ଅଧା ହୋଇଲାଣି ଆସି ଜମିରେ ବୁଲିନି ହଳ , ଏବେ ତୁ ଆସିଛୁ ଖୁସି ଚଷା ପୁଅ ମନ ତା'ର…

ଘରେ ଲଗାନ୍ତୁ ମନିପ୍ଲାଣ୍ଟ ଗଛ : ହେବ ଧନର ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନିପ୍ଲାଣ୍ଟ, ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା…

୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କବିତା : ଶ୍ରାବଣର ଶାମୁକାଏ ଶିହରଣ

ସୁଜାତା ମିଶ୍ର ମେଘମାଳାର ଲାସ୍ୟମୟୀ ଋତୁ ପିନ୍ଧି ନେଇଛି ସବୁଜ ଶିଫନ୍ ଶାଢ଼ୀ, ଲାଲ୍ ରେଶମୀ ସୂତାରେ କିଏ ଆଙ୍କିଛି ଫୁଲକରୀ ଏମ୍ବ୍ରୋଡରି .. ଠା ଠା କରି.., ପୁଳା ପୁଳା ରକ୍ତିମ ଶିହରଣରେ ପ୍ରକୃତିର ସାବଜା ପଣତ ଯାଇଛି ଭରି ..! ଶାଗୁଆ ଘାସର ଲାଲ୍ ପରୀ ଟୋପାଏ ଶ୍ରାବଣ…

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର। ଫେରାର ହୋଇଥିବା…