Latest Odisha News

BREAKING NEWS

ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଲଗାଇବା ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ୍ ବଟନ୍ ଲଗାଇବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଭିତ୍ତିଭୂମି ଅଭାବ ଓ ଆବଶ୍ୟକ ସପ୍ଲାଏର୍ସ ନଥିବାରୁ ଅବଧି ବୃଦ୍ଧି କରାଯାଇଛି ।…

୨୧ ରେ ଖୋଲିବ ରାହୁଲଙ୍କ ୨୪ ଭାଗ୍ୟ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ମାନହାନି ମାମଲା ପ୍ରସଙ୍ଗରେ ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳି ନ ଥିଲା। ତଳ…

ମୁହଁରେ ମୁତିଥିଲେ, ମୁହଁ ମାଡି ପଡିବେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଆଦିବାସୀଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଦିବାସୀ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ସେଥିପାଇଁ ଉଭୟ ପ୍ରମୁଖ ଦଳ ଆଦିବାସୀ ସିଟ ଗୁଡିକୁ…

ନା ‘ଇଣ୍ଡିଆ’, ନା ଏନଡିଏ; କ’ଣ ରହିବ ଏହି ୫ ଦଳର ଆଭିମୁଖ୍ୟ?

ନୂଆଦିଲ୍ଲୀ: ଦିଲ୍ଲୀ ଓ ବେଙ୍ଗାଲୁରୁରେ ୬୨ ରାଜନୈତିକ ଦଳର ନେତା ଉପସ୍ଥିତ ରହି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଙ୍କ କଷୁଛନ୍ତି।  ଦିଲ୍ଲୀରେ ଅଶୋକା ହୋଟେଲରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଯେଉଁଥିରେ…

ଅଟଲୀଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହ ଅଭିନୟ କରିବେ କୀର୍ତି ସୁରେଶ

ମାଡ୍ରାସ:ଜୱାନ ପରେ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବରୁଣ ଧାୱନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ କୀର୍ତି ସୁରେଶ ଏକତ୍ର ଅଭିନୟ କରିବେ । ଏଟଲୀଙ୍କ ପ୍ରଡକ୍ସନ କମ୍ପାନୀ ଓ ସେନ ୧ ଷ୍ଟୁଡିଓ ମିଳିତ…

ଏନ୍ଏଚ୍-୧୬ରେ ବ୍ରିଜ୍ ଦବିବା ଘଟଣା, ନିର୍ମାଣଗତ ତ୍ରୁଟି ବୋଲି କହିଲା ଏନ୍ଏଚ୍ଆଇ

ଯାଜପୁର: ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୬ରେ ଯାଜପୁର ରସୁଲପୁର ନିକଟରେ ବ୍ରିଜ୍ ଦବି ଯାଇଛି । ଫଳରେ ଏନ୍ଏଚ୍-୧୬ରେ ବାଧାପ୍ରାପ୍ତ ହୋଇଛି ଯାତାୟତ । ମଙ୍ଗଳବାର ସକାଳୁ ବାଲେଶ୍ୱର-ଭୁବନେଶ୍ୱର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ,…

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି। କିଛି ମାସ…

ଭଦ୍ରକ ଜାତୀୟ ରାଜପଥର ଫ୍ଲାଏ ଓଭର ବ୍ରିଜ ଉପରେ ବଡ଼ ଗାତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ଏକ ଫ୍ଲାଏ ଓଭର ଉପରେ ବଡ ଗାତ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲାର ଆରଡ଼ି ନିକଟରେ ଥିବା ଫ୍ଲାଏଓଭରର ଉପରେ ଏକ ଓସାରିଆ ଗାତ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଯାହା ଆଗାମୀ ଦିନରେ ବ୍ରିଜ୍ ଉପରେ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ…

ଫାଇଭ ଟି ସଚିବଙ୍କ ପ୍ରସଙ୍ଗ ଉଠାଇ ନରସିଂହ କହିଲେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଙ୍ଗଳବାର ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହି ସମାଲୋଚନା କରିଛନ୍ତି। 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ 'ରାଜନୈତିକ' ଗସ୍ତକୁ ଓଡ଼ିଶା ବିଜେପି ନେତାଙ୍କ ବିରୋଧ ପ୍ରସଙ୍ଗ ଉଠାଇ…