ଆସନ୍ତାକାଲି ବିଜେପି ବିରୋଧରେ ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ, ସାମିଲ ହେବ ଆପ୍
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ମିଳିତ ରଣନୀତି ସ୍ଥିର କରିବା ପାଇଁ ଆମ୍ ଆଦମୀ ପାର୍ଟି ଆସନ୍ତାକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱଧୀନ ବିରୋଧୀ ଦଳ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ କଂଗ୍ରେସ…