Latest Odisha News

BREAKING NEWS

ସୁଧୁରିନି ଦିଲ୍ଲୀର ବନ୍ୟାସ୍ଥିତି; ବନ୍ୟାଜଳରେ ଭାସିଯାଇ ୩ ନାବାଳକ ମୃତ

ନୂଆଦିଲ୍ଲୀ: ଯମୁନାର ଯନ୍ତ୍ରଣାରେ ଜାତୀୟ ରାଜଧାନୀ ଦିଲ୍ଲୀ ଉବୁଟୁବୁ । ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି ରାଜଧାନୀ ଦିଲ୍ଲୀରେ । ଯମୁନା ଜଳସ୍ତର ହ୍ରାସ ପାଇଥିଲେ ହେଁ ଦିଲ୍ଲୀ ମହାନଗରୀର ସ୍ଥିତି ବଦଳିନି । ଆଜି ସକାଳ ୮ଟା ସୁଦ୍ଧା ଯମୁନାରେ ବନ୍ୟା ଜଳ ୨୦୮.୪୮ ମିଟରରେ ବହୁଥିଲା ।…

ରହସ୍ୟ ଘେରରେ ଦ୍ୱିତୀୟ ବରମୁଡା ଟ୍ରାଙ୍ଗେଲ୍

ଓଡ଼ିଶା ସମ୍ବାଦ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯାହା ବିବିଧତାରେ ପରିପୂର୍ଣ୍ଣ ଯାହା ଅତ୍ୟନ୍ତ ରହସ୍ୟମୟ । ଯାହା ବିଷୟରେ ବିଜ୍ଞାନ ମଧ୍ୟ ସଠିକ୍ ଉତ୍ତର ଦେବାକୁ ସକ୍ଷମ ନୁହେଁ । ଭାରତର ଅରୁଣାଚଳ ପ୍ରଦେଶ ଏବଂ ତିବ୍ଦତ ମଧ୍ୟରେ ଏପରି ଏକ ସ୍ଥାନ ଅଛି ଯାହାକୁ ବିଶ୍ୱର ଦ୍ୱିତୀୟ ‘ବରମୁଡା…

ଘୋଷଣା ହେଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ

ନୂଆଦିଲ୍ଲୀ:୨୦୨୩-୨୪ ଶିିକ୍ଷାବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା । ସିବିଏସଇ ଦଶମ ଓ ଦ୍‌:ାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ । ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ଫେବୃଆରୀ ୧୫ରୁ ଆରମ୍ଭ ହୋଇ…

ଗପ : ଉପଦ୍ରବ

ଅମିତ୍ ଜେନା                                                                    ହରିପୁର ଗାଁ ମଝିରେ ନରି ଅଜା ର ଘର । ପୁଅ ମାନେ ସହର ଗଲା ପରଠୁ ନରି ଅଜା ଆଉ ଫୁଲ ଆଈ ଟିକେ ଏକଲା ପଡିଯାଇଛନ୍ତି । ପୁଅ ମାନଙ୍କ ପାଖକୁ ବୁଲି ଯିବାକୁ ବୁଢ଼ାବୁଢ଼ୀ ଅନେକ ଦିନରୁ ମନ ବଳେଇଲେଣି…

ଶିବସେନା ବନାମ ଶିବସେନା, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରଧୀନ ଅଯୋଗ୍ୟତା ମାମଲାରେ ବାଚସ୍ପତିଙ୍କୁ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶିବସେନା ବନାମ ଶିବସେନା ମାମଲାରେ ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅଯୋଗ୍ୟତା ମାମଲାର ସୁପ୍ରିମକୋର୍ଟ ଯାଞ୍ଚ କରିବେ। ଏ ସମ୍ପର୍କରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ଦୁଇ…

ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରିଙ୍କୁ ସିଂ, ରୁତୁରାଜ ଗାଇକୱାଡ

ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛି। ଏଥିପାଇଁ ଶୁକ୍ରବାର ରାତିରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ରୁତୁରାଜ ଗାଇକୱାଡଙ୍କୁ ନିଯୁକ୍ତ କରି ବୋର୍ଡ…

ତିନି ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ଅଶ୍ୱୀନଙ୍କ ଦମଦାର ବୋଲିଂ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନିଂସ ୧୪୧ ରନରେ ବିଜୟୀ ହୋଇଛି ଭାରତୀୟ ଦଳ। ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଛି। ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଅଗ୍ରଣୀ…

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର: ମେରୁଦଣ୍ଡରୁ ଅଲଗା ହୋଇ ପଡିଥିବା ମୁଣ୍ଡ ଯୋଡିଲେ

ନୂଆଦିଲ୍ଲୀ: ଇସ୍ରାଏଲର ଡାକ୍ତରମାନେ ଜଣେ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେମାନେ ଏ ଭଳି ଏକ ଅପେରଶନ କରିଛନ୍ତି ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ସେମାନେ ଏହାକୁ ଯୋଡିବାରେ ସଫଳ ହୋଇଛନ୍ତି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ…

ରୋବୋଟିକ ସର୍ଜରୀ କ୍ଷେତ୍ରରେ ଆମ୍ରି ହସ୍ପିଟାଲର ତିଆରି କରିଛି ଏକ ମାଇଲଖୁଣ୍ଟ

ଭୁବନେଶ୍ୱର: ପୂର୍ବାଞ୍ଚଳ ଭାରତ ପାଇଁ ପ୍ରଥମ ପ୍ରକାରର ସଫଳତାରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ୪ମାସ ମଧ୍ୟରେ ୧୦୦ଟି ରୋବୋଟିକ ଆଣ୍ଠୁ ପ୍ର୍ରତିରୋପଣ କରିବାରେ ସଫଳ ହୋଇ ପାରିଛି । ଆମ୍ରିର କ୍ଲିନିକାଲ ଉତ୍କର୍ଷତା ଓ ବୈଷୟିକ ଉନ୍ନତି, ଅସ୍ଥିଶଲ୍ୟ ଏବଂ ମିଳିତ ପ୍ରତିସ୍ଥାପନ ଏବଂଓଡ଼ିଶାକୁ ଏକ…

ଜାଲ୍ ନୋଟ୍ ବଦଳ ବେଳେ ଭୁବନେଶ୍ୱର ଆରବିଆଇରୁ ଯୁବକ ଗିରଫ

ଭୁବନେଶ୍ୱର: ନକଲି ନୋଟ୍ ବଦଳ ତାହା ପୁଣି ରିଜର୍ଭ ବ୍ୟାଙ୍କରେ । ଏଭଳି ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ଯୁବକ । କମିଶନରେଟ ପୋଲିସ ଶୁକ୍ରବାର ଯୁବକ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଶହେଟି ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ବିକାଶ…