Latest Odisha News

BREAKING NEWS

୨୦୧୯ରେ ହାରିଥିବା ଆସନ କେମିତି ଜିତିବେ, ଦଳୀୟ ନେତାଙ୍କୁ ବଂଶଲଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଓଡ଼ିଶାର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଗତ ନିର୍ବାଚନରେ ଦଳ ଏହି ଆସନରେ ପରାଜୟ ବରଣ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ…

ଅର୍ଥ ବିଭାଗ ପାଇବା ପରେ ଶରଦ ପାଓ୍ବାରଙ୍କ ଘରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଟମଟ। ଶୁକ୍ରବାର ରାଜ୍ୟ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି ଯେଉଁଥିରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଭାର ଦିଆଯାଇଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ପହଞ୍ଚିଛନ୍ତି।…

ପଶ୍ଚିମ ଓଡ଼ିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡ଼ିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ…

ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହକ ମଧ୍ୟରେ ଟମାଟୋ ଦର କିଲୋ ପିଛା ୩୦୦ ଟଙ୍କା ଛୁଇଁପାରେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନ ଟମାଟୋ ଯୋଗାଣ କେବଳ ଦକ୍ଷିଣ ଏବଂ କିଛି ଉତ୍ତର-ପୂର୍ବ ଅଞ୍ଚଳରୁ କରାଯାଉଛି, କାରଣ ପ୍ରବଳ ବର୍ଷା ଏବଂ ଏକ ଆଗୁଆ ଗ୍ରୀଷ୍ମ ପ୍ରବାହ ସହିତ ଅତ୍ୟଧିକ ପାଗ…

ବଲାଙ୍ଗୀର ନାବାଳିକା ହତ୍ୟା ଘଟଣା, ରହସ୍ୟ ଭେଦ କରିବାକୁ ପୋଲିସକୁ ଭରସା କଣ୍ଢେଇ?

ବଲାଙ୍ଗୀର: ଶେଷାଦ୍ରୀ ନାଗ ହତ୍ୟା ଘଟଣା ବଲାଙ୍ଗୀରବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିଖିଳ ନଗର ବସ୍ତି ଅଞ୍ଚଳରେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ବଲାଙ୍ଗୀର ପୋଲିସ। ଗତ ଗୁରୁବାର ଦିନ ଶେଷାଦ୍ରି ନାଗ ନିଜ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା।…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ‘ଶ୍ରୀ ବିମଳା ରହସ୍ୟ’ ଗ୍ରନ୍ଥ ଅର୍ପଣ

ଭୁବନେଶ୍ୱର: ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଭିତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ସମ୍ପାଦକ ଗବେଷକ ଡକ୍ଟର ଭାସ୍କର ମିଶ୍ର , ବଡୁ…

ଚଳିତ ବର୍ଷର ଜୁନ ମାସଥିଲା ସବୁଠାରୁ ଉତ୍ତପ୍ତ

ନୂଆଦିଲ୍ଲୀ: ଭାରତରେ ଏବେ ବର୍ଷା ବିତ୍ପାତ ଜାରୀ ରହିଛି । ତେବେ ଚଳିତ ବର୍ଷର ଜୁନ ମାସ ଥିଲା ସବୁଠାରୁ ଉତପ୍ତ । ନାସା ଓ ଏନଓଏଏର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୭୪ ବର୍ଷ ମଧ୍ୟରେ ୨୦୨୩ ଜୁନ ସବୁଠାରୁ ଉତପ୍ତ ରହି ରେକର୍ଡ କରିଛି । ୧୦ଟି ସର୍ବାଧିକ ଉତପ୍ତ ମାସରେ ଏହା ସାମିଲ…

ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

ଭୁବନେଶ୍ୱର: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ । କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ । ଛାତ୍ର ଜଣକ ନିଜ ପରିଚୟ ଦେଇ କହିଥିଲେ, “ମୁଁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ”। ଏତିକିରେ ସମଗ୍ର…

ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା କଟ୍ ଅଫ୍ ମାର୍କ, ଅନ୍ୟ କଲେଜଠୁ ପଛରେ ବିଜେବି ଓ ରେଭେନ୍ସା

ଭୁବନେଶ୍ୱର: ସ୍ନାତକରେ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ୍ ଅନୁଯାୟୀ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା ଓ ବିଜ୍ଞାନରେ ରାଜ୍ୟର ଅନ୍ୟ କଲେଜ ବିଜେବି ଓ ରେଭେନ୍ସାକୁ ପଛରେ ପକାଇଛନ୍ତି…

ସରକାରଙ୍କ ଉନ୍ନତ ଚିକିତ୍ସା ସେବାର ସତ, ବିଜୁଳି ବିଭ୍ରାଟ ପରେ ଟର୍ଚ୍ଚ ଲାଇଟରେ ହେଲା ଚିକିତ୍ସା

ସୁନ୍ଦରଗଡ: ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ବିଭ୍ରାଟ ପରେ ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟରେ କିତ୍ସା କରିଛନ୍ତି ଡାକ୍ତର। ଏହି ଘଟଣା ଏବେ ରାଜ୍ୟ ସରକାରଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ମୁତାବକ, ନିକଟରେ…