Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

ଦକ୍ଷତା ବୃଦ୍ଧି ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ଭାରତରେ ଦକ୍ଷତାର ବିଶ୍ଵସ୍ତରୀୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ୍ ୟୁନିଭରସିଟି ଯାହା ଭାରତର ପ୍ରାଥମିକ ଅନୁଷ୍ଠାନ ଏବଂ ସେଞ୍ଚୁରିଅନ୍ ୟୁନିଭରସିଟି ଯାହା ଭାରତର ପ୍ରଥମ ପ୍ରିମିୟର୍ ସ୍କିଲ୍ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଏକ ସେଣ୍ଟର ଅଫ୍…

ନଦୀରେ ଭାସୁଛି ହଜାର ହଜାର ମଲା ମାଛ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଥିବା ବାହୁଦା ନଦୀ ମୁହାଣରେ ବୁଧବାର ହଜାର ହଜାର ମଲା ମାଛ ପଡିଥିବା ଦେଖିବାକୁ ମିଳିଛି। କୁଇଣ୍ଟାଲରୁ ଅଧିକ ଓଜନର ମଲା ମାଛ ୫ କିଲୋମିଟର ବ୍ୟାପୀ କିଛି ପଡିଥିବା ବେଳେ ଆଉ କିଛି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଏହା କବଲା ମାଛ…

ମାଡାମଙ୍କ ମାଡରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

କାମାକ୍ଷାନଗର: ସରକାରରେ ମାଡ ହୋଇପାରିବ ନାହିଁ। ଛାତ୍ରଛାତ୍ରୀ କିଭଳି ଦଣ୍ଡମୁକ୍ତ ଅଞ୍ଚଳରେ ସୁରୁଖୁରରେ ପାଠ ପଢ଼ିବେ ସେ ନେଇ ଅନେକ ବ୍ୟବସ୍ଥା କରିଛନ୍ତି ଏହାରି ଭିତରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବୁଧବାର ଜଣେ ଶିକ୍ଷୟତ୍ରୀ ଛାତିରେ ବିଧା…

ବିଜେଡି ସରକାର ପ୍ରଶାସନିକ ମାଫିଆ କବଜାରେ, ଏପରି କହି କାହାକୁ ଟାର୍ଗେଟ କଲା ବିଜେପି?

ଭୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ଏକ ପ୍ରଶାସନିକ ମାଫିଆଙ୍କ କବଜରେ ରହିଛି। ବିଜେପି ବୁଧବାର ଏଭଳି ଏକ ଅଭିଯୋଗ କରିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶା ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ଗତ ୨୩ ବର୍ଷ ମଧ୍ୟରେ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଲା ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ଚୟନ ଶିବିର

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟରରେ ଆର୍ଟିଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜିମ୍ନାଷ୍ଟିକ୍ସ ଫେଡେରେଶନ, ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।…

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନିକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନିକଟରେ ଜଣେ ଅଜଣା ବିକଳାଙ୍ଗ…

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ…

ପ୍ରେମ ପାଇଁ ୪ ପିଲାଙ୍କ ସହ ଦେଶ ଛାଡିଲେ, ଧର୍ମ ଛାଡିଲେ ସୀମା ହାଇଦର…ହେଲେ ଏବେ ପଛରେ ପଡ଼ିଛି ପୋଲିସ

ନୂଆଦିଲ୍ଲୀ: ଏବେ ଜାତୀୟ ରାଜନୀତିର ଚିନ୍ତା ଆଉ ଚର୍ଚ୍ଚାର ବିଷୟ ହୋଇଛି ସୀମା ହାଇଦର । ସୀମା ହାଇଦର ପଛରେ ଲାଗି ଯାଇଛନ୍ତି ସୁରକ୍ଷା ଏଜେନନ୍ସି, ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ ଏବଂ ସ୍ଥାନୀୟ ପୋଲିସ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ସୀମା ହାଇଦର ବିନା ପାସପୋର୍ଟରେ ପାକିସ୍ତାନରୁ…

ଭୁବନେଶ୍ୱର ଏୟାରପୋର୍ଟରେ ଫାଷ୍ଟଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାଷ୍ଟ୍‌ଟ୍ୟାଗ୍‌-ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଭାରତର ଏକ ଅଗ୍ରଣୀ ଫାଷ୍ଟଟ୍ୟାଗ୍ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ ପାର୍କ+ ସହ ସହଭାଗିତା…