Latest Odisha News

BREAKING NEWS

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ…

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ। ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

ଭାରତୀୟ ମହିଳା ଟିମର ମୂଖ୍ୟ କୋଚ ହେବେ ମଜମୁଦାର

ମୁମ୍ବାଇ: ପୂର୍ବତନ କ୍ରିକେଟର ଅମୋଲ ମଜମୁଦାର ଭାରତୀୟ ମହିଳା ଟିମର କୋଚ ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । କ୍ରିକେଟ ଆଡଭାଇଜରୀ କମିଟି ମୁମ୍ବାଇରେ କୋଚଙ୍କ ଶର୍ଟଲିଷ୍ଟ କରିଥିଲେ । ସାକ୍ଷାତକାର ବେଳେ ମଜମୁଦାରଙ୍କ ଉପସ୍ଥାପନା କମିଟି ସଦସ୍ୟ ଅଶୋକ ମାଲହୋତ୍ରା, ଜତିନ…

‘କାର ତଳେ କୁକୁରଙ୍କୁ’ ନେଇ ଚିନ୍ତାରେ ରତନ ଟାଟା, କଲେ ଏମିତି ଏପିଲ୍

ନୂଆଦିଲ୍ଲୀ: ମୌସୁମୀ ଆସିଛି, ଲୋକଙ୍କୁ ଆନମନା କରିଛି । କିଏ ଖରାରୁ ତ୍ରାହି ପାଇବା ପରେ ବର୍ଷାରେ ଭିଜୁଛି ତ ଆଉ କିଏ ଘରକୁ ସଜାଉଛି । ହେଲେ ଚିନ୍ତାରେ ଅଛନ୍ତି ଦେଶର ଅନ୍ୟତମ ଶିଳ୍ପଦ୍ୟୋଗୀ ତଥା ଅରବପତି ରତନ ଟାଟା । ବୁଲା କୁକୁରଙ୍କୁ ନେଇ ରତନ ଟାଟା ଚିନ୍ତିତ ଥିବା ବେଳେ ଟ୍ୱିଟ୍ କରି…

ଏସସିଓ ସମ୍ମିଳନୀରେ ଆତଙ୍କବାଦ ନେଇ ବର୍ଷିଲେ ମୋଦି; ଉତ୍ତର ରଖି ପାରିଲେନି ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଆଜି ଆରମ୍ଭ ହୋଇଥିବାବେଳେ ଭର୍ଚ୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ଭାରତ, ପାକିସ୍ତାନ, ଚୀନ, ରୁଷ ସମେତ ୮ଟି…

ଘୋଷଣା ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ଅପ୍‌କମିଂ ଫିଲ୍ମ ଟାଇଟଲ୍ ଓ ରିଲିଜ ଡେଟ୍

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ଆଜିକାଲି ସେମାନଙ୍କର ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଜୁନ୍ ୨୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ୫ ଦିନରେ ମୋଟ ୪୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରାୟ ୬୦ କୋଟି ବଜେଟରେ…

ବିଜେପର ମିଶନ ୨୦୨୪: ଅଧ୍ୟକ୍ଷ ବଦଳାଇ କ’ଣ ହାସଲ କରିବାକୁ ଚାହୁଁଛି ଦଳ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ବଡ ଧରଣର ଅଦଳବଦଳ । ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ୪ଟି ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଏହି ରାଜ୍ୟ ଗୁଡିକ ହେଲା ପଞ୍ଜାବ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ହେଲେ…

ମହିଳାଙ୍କ ପେଟରେ ତାଲିବାନି ନାତ; ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି ଶାସନର  ଆଉ ଏକ…