Latest Odisha News

BREAKING NEWS

କୃଷି ଉପକରଣ ସବସିଡି ଦୁର୍ନୀତି, ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୭ କୋଟି ୧୬ ଲକ୍ଷ ଟଙ୍କାର କୃଷି ଉପକରଣ ସବସିଡି ଦୁର୍ନୀତି ମାମଲାରେ ପଞ୍ଚମ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଦ୍ୟାଧର ବେହେରାକୁ ଭଦ୍ରକରୁ ଗିରଫ କରାଯାଇଛି। ବିଦ୍ୟାଧର ବେହେରା ଭଦ୍ରକ ଚରମ୍ପା ସ୍ଥିତ କଳ୍ପନା ମୋଟର୍ସର…

ଫାଇଭ-ଟି ସଚିବଙ୍କ ନେଇ ଥମୁନି ବୟାନବାଜି, ଟିକେଟ କଟିବା ଭୟରେ ବିଜେଡି ନେତା ଚୁପ ରହୁଛନ୍ତି କହିଲେ ବିରୋଧୀ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପାଣ୍ଡିଆନ ଆଚରଣ ବିଧି ଉଲଙ୍ଘନ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ବିଜେପି ଶାସକ ବିଜେଡି ଉପରେ ବର୍ଷିଛି। ବିଜେପି ରାଜ୍ୟ ସାଧାରଣ…

ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା ଆନାସ୍ତେସିଆ ବିଭାଗର ଡାକ୍ତରମାନେ ସାମିଲ…

୩୬ କୋଟିରେ ବିକ୍ରୀ ହେଲା ଯବାନର ମ୍ୟୁଜିକ ରାଇଟ୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଏବେ ସମସ୍ତଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଇତି ମଧ୍ୟରେ ଯବାନ ମ୍ୟୁଜିକ ରାଇଟ୍ସ ରେକର୍ଡ ଦରରେ ବିକ୍ରୀ ହୋଇଛି । ଟି ସିରିଜ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ୩୬ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି ।…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ…

ପଡିଆରୁ ଚୁଇଂଗମ ଉଠାଇ ଖାଇଲେ ଲାବୁଶେନ

ଲଣ୍ଡନ: ଚଳିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଲାବୁଶେନଙ୍କ ପାଟିରୁ ଚୁଇଂଗମ ପଡିଆରେ ପଡି ଯାଇଥିଲା । ମାତ୍ର ଏହା ପରେ ସେ ଆଶ୍ଚର୍ଯ୍ୟଜନକ…

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ

ଭୁବନେଶ୍ୱର: କିଟ୍‍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍‍ଏମ୍‍ କମ୍ୟୁନିଟି ରେଡ଼ିଓ । ସ୍ଥାନୀୟ କର୍ପୋରେଟର୍‍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା,…

ହାଉସଫୁଲ ୫ରେ ଅକ୍ଷୟଙ୍କ ସହ ଅଭିନୟ କରିବେ ରିତେଶ

ମୁମ୍ବାଇ: ବଲିଉଡର ସଫଳ କମେଡି ଫ୍ରାଂଚାଇଜ ହାଉସଫୁଲର ୫ମ ସଂସ୍କରଣକୁ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ଏହା ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି । ଏଥର ଖିଲାଡତି କୁମାରଙ୍କ ସହ ରିତେଶ…

ଏସିଆନ ଗେମ୍ସ: କ୍ରିକେଟ ପାଇଁ ଭାରତ ପଠାଇବ ବି ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେପ୍ଟମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ କ୍ରିକେଟ ଟିମ ପଠାଇବାକୁ ରାଜି ହୋଇଛି । ଚୀନର ହୋଙ୍ଗଜୋଉରେ ଏସିଆନ ଗେମ୍ସ ହେବ । ରିପୋର୍ଟ ମୁତାବକ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ଏହି ମୁକାବିଲା ପାଇଁ ବି ଟିମ ପଠାଇବ । ୭…

ସେପ୍ଟମ୍ବର ୧୯ରେ ରିଲିଜ ହେବ କଙ୍ଗନାଙ୍କ ଚନ୍ଦ୍ରମୂଖୀ ୨

ମୁମ୍ବାଇ: କଙ୍ଗନା ରାନାୱତ ଅଭିନୀତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ ୨ଫିଲ୍ମ ସେପ୍ଟମ୍ବର ୧୯ରେ ଗଣେଶ ପୂଜା ଅବସରରେ ରିଲିଜ ହେବ । କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ଶେୟାର କରିଛନ୍ତି । ରାଘବ ଲରେନ୍ସକୁ ଲୁକକୁ ଦର୍ଶକ ବେଶ ପସନ୍ଦ…